
ସମ୍ବଲପୁର,୨୦/୦୨/୨୦୨୬- (ଜାଗ୍ରତ ଭାରତ) ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ଓ ସୁରକ୍ଷା ବ୍ୟବସ୍ଥା ସ୍ବତ୍ବେ ସାଇବର ଠକେଇ କମିବାର ନାଁ ନେଉନାହିଁ । ହେଲେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଏହି ସାଇବର ଠକେଇ ଉପରେ ଜବରଦସ୍ତ ଚଢ଼ାଉ କରି ୨୦ ଜଣଙ୍କୁ ଗିରଫ କରିବା ସହ ୩୨ ଜଣ ସନ୍ଦିଗ୍ଧଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।...

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମାବେଶକୁ ସମ୍ବୋଧିତ କରି...

ନୁଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ୨୫ ଜଣ ସାଂସଦଙ୍କୁ ଗୁଳି କରିବାକୁ ଧମକ ଦେଇଥିବା ରାଜ ସିଂହ ଆମେରାଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଟକ ରଖିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦିଆଯାଇଥିବା ଧମକକୁ କୋଟା ସିଟି ପୋଲିସ ଗମ୍ଭୀରତାର ସହ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ରେ ଘୋଷଣା କରିଛନ୍ତି ଯେ, ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କୁ ମଧ୍ୟ ସାଧାରଣ ଭାରତୀୟଙ୍କ ପାଖରେ ସୁଲଭ ଦରରେ ଉପଲବ୍ଧ କରାଯିବ। ଏଥିସହିତ ସେ କହିଛନ୍ତି ଯେ, ‘ଭାରତ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/02/Picsart_25-11-05_07-59-52-526-19.jpg)
ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ଦର୍ଶକଙ୍କୁ ଶୁଭ ସକାଳ। ଆଜି ୨୦ ଫେବୃଆରୀ ୨୦୨୬, ଶୁକ୍ରବାରର ରାଶିଫଳ ସହିତ ଶୁଭ ସଂଖ୍ୟା ଓ ପ୍ରତିକାର ନିମ୍ନରେ ପ୍ରଦାନ କରାଗଲା: ♈ ମେଷ (Aries) ♉ ବୃଷ (Taurus) ♊ ମିଥୁନ (Gemini) ♋ କର୍କଟ (Cancer) ♌ ସିଂହ (Leo) ♍ କନ୍ୟା (Virgo) ♎ ତୁଳା...

ଜୁନାଗଡ଼ ରୋଡ୍-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ର ଉଦଘାଟନୀ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ ଭବାନୀପାଟଣା ,ଜୁନାଗଡ,୧୯/୦୨( ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହାଓଡ଼ା–ଟିଟଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ କୁ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣ ଦ୍ୱାରା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣଙ୍କ ପାଇଁ...










All rights reserved. Designed by Inter Softech