
ମା ଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା… ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଂଚାୟତ ବେଡାନାଳି ଗ୍ରାମରେ ମା ଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହା ସମାରୋହରେ ପାଳନ ହୋଇ ଯାଇଛି.. ଏହି ଉପଲକ୍ଷେ ଆଜି ସକାଳେ ଗ୍ରାମର ପୁରୁଷ ମହିଳା ଓ ଯୁବକ ଯୁବତୀ ମାନେ କଳସ ଯାତ୍ରା ରେ ଯୋଗ ଦେଇ...

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ । ବଜେଟ୍ ଆକାର ବଢି ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିପାରେ । କିନ୍ତୁ ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା...

କଟକ ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା । ଜଗତପୁର ପାଗା ମହାଜନପୁରରେ ଘଟିଥିଲା ବିସ୍ଫୋରଣ । ଘରେ ବାଣ ଭିଡ଼ିବା ବେଳେ ଘଟିଥିଲା ବିସ୍ଫୋରଣ । ବିସ୍ପୋରଣ...

ଆସନ୍ତା ଏପ୍ରିଲରୁ ସମଗ୍ର ଦେଶରେ ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଆରମ୍ଭ ହେବ । ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ନିର୍ବାଚନ କମିଶନଙ୍କ ସଚିବ ପବନ ଦିୱାନ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖି ଏସ୍ଆଇଆର ସହ...

ଧାନ କିଣା ବିଭ୍ରାଟକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚେତାବନୀ ଦେଇଛନ୍ତି । ୨୪ ବର୍ଷ ସରକାରର ଇକୋ ସିଷ୍ଟମ ଆକ୍ଟିଭ ଅଛି କହିଲେ । ଯେଉଁମାନେ ବିଭ୍ରାଟ କରୁଛନ୍ତି ସୁଧୁରିଯିବାକୁ ଚେତାବନୀ ଦେଉଛି । ଏହାମୋର ପରାମର୍ଶ ନହେଲେ ଚେତାବନୀ ଭାବିପାର । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ...

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା । ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ଜମିବାଡ଼ି...









All rights reserved. Designed by Inter Softech