ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି । ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପାଇଁ ମୁଲତବି ହୋଇଛି।

ଜାତୀୟ ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଯାତାୟାତ ବାଧାପ୍ରାପ୍ତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଉପଖଣ୍ଡରେ ଜଙ୍ଗଲି ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ସେହି ହତିପଲଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଚମ୍ପୁଆ ରେଞ୍ଜ୍ ରେ ତାର ଉପଦ୍ରବ ଜାରି ରଖିଛି। ସେହି ଗୋଠଛଡ଼ା ଦନ୍ତାକୁ ଜାତୀୟ ରାଜପଥ ଉପରେ ଦେଖିବାକୁ ମିଳିଥିଲା।ଚମ୍ପୁଆ...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ବଅଁରପାଳ,୨୦/ ୦୨ – ଗୁରୁବାର ତା ୧୯/୦୨/୨୦୨୬ ରିଖ ରେ ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଗ୍ରାମ ପଂଚାୟତରେ ଯାଇଥିବା ଏନ୍ ଏଚ ୫୫ନମ୍ୱର ଜାତୀୟ ରାଜପଥ ଜଗନ୍ନାଥ ନର୍ସିଂ ହୋମ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣଙ୍କ ଏନ୍ ଟି ପି ସି...

କାର୍ଯାରତ ଯୁବ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଯୁବ ସାମ୍ବାଦିକ ବାପି ଭୁକ୍ତାଙ୍କୁ ମାରଣାତ୍ମକ ଆକ୍ରମଣ ଗୁରୁତର ଅବସ୍ଥାରେ ଭୂବନେଶ୍ଵରସ୍ଥାନାନ୍ତରିତ ।ଅନୁଗୋଳ ଜିଲ୍ଲା ତାଳଚେର ଥାନା ସନ୍ଥପଡା ନଦୀ ଘାଟରେ ଗୁରୁବାର ସକାଳେ କାର୍ଯ୍ୟରତ ସମାଜ ଖବର ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଛଅଜଣ ଦୃର୍ବୃତ୍ତ ଆସି ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିଥିବା ସୂଚନା । କାର୍ଯ୍ୟରତ ସାମ୍ବାଦିକ...

ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ । ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ । ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସହ ଜଣେ ଦଲାଲ ଦୟାନିଧି ଜେନାକୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ସୋର ପୌରପାଳିକା...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-4.jpg)

All rights reserved. Designed by Inter Softech