
କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରାଯାଇଛି । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶକ ସକେତ କୁମାର ଏହି ନୋଟିସ୍ କେନ୍ଦ୍ର ପର୍ସନେଲ୍, ପବ୍ଲିକ୍ ଗ୍ରିଭାନ୍ସେସ୍...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ। ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଏବଂ ଡାଟା...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ ଜିଲ୍ଲାସ୍ଥିତ ଜାତୀୟ ରାଜପଥ ପାଶ୍ୱର୍ରେ ବିକଶିତ ମୋରାନ୍ ବାଇପାସ୍ରେ ଆଜି ଜରୁରୀକାଳୀନ ଅବତରଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି । ଆସାମକୁ ଦିନିକିଆ ଗସ୍ତ ଅବସରରେ ଶ୍ରୀ ମୋଦୀ ପୂର୍ବାହ୍ନରେ ସେଠାରେ ଅବତରଣ କରିବା ସହ ଲଢ଼ୁଆ ଏବଂ ପରିବହନ ବିମାନ ଓ ହେଲିକପ୍ଟର ଆଦିର ଆକାଶମାର୍ଗରେ ଉଡ଼ାଣ କୌଶଳକୁ ନିରୀକ୍ଷଣ...

କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି।ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ...

ଐତିହ୍ୟ ସମ୍ପନ୍ନ ରକଲା କୁଣ୍ଡେଶ୍ୱର ପୀଠ: ଯେଉଁଠି ଭଗବାନ ଶିବ ଙ୍କ ର ଅଲୌକିକ ମହିମା ଏବଂ ପଥର କାନ୍ଥରେ ଜୀବନ୍ତ ହୁଏ ପ୍ରାଚୀନ କଳା ଓ ବିଶ୍ୱାସ ହିନ୍ଦୋଳ ରକଲା 14/02 – ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ...

ପବିତ୍ର ମୋହନ ପ୍ରଧାନଙ୍କର ବଳିଦାନ ତାଳଚେର ମା ମାଟି ପାଇଁ ଗର୍ବ ଓ ଗୌରବ, ବିଧାୟକ ଟଙ୍କଧର ତ୍ରିପାଠୀ ତାଳଚେର:- (୧୪ /୦୨ ) (ଜାଗ୍ରତ ଭାରତ ନ୍ୟୂଜ):- ତାଳଚେରର ପବିତ୍ର ମୋହନ ଇନ୍ଷ୍ଟି ଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ...










All rights reserved. Designed by Inter Softech