
ଗନ୍ଧୀନଗରର ମାନସାସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ, ଆଦାନୀ ଗ୍ରୁପର ପ୍ରମୁଖ ସଂସ୍ଥା ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (AEL) ଦ୍ୱାରା ଦାୟର କରାଯାଇଥିବା ଏକ ଫୌଜଦାରୀ ମାନହାନି ମାମଲାରେ ସାମ୍ବାଦିକ ରବି ନାୟାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ଜରିମାନା ସହିତ ଗୋଟିଏ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା AEL ଦ୍ୱାରା କରାଯାଇଥିବା ଏକ...

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ଶୁକ୍ରବାର ସଂସଦ ପରିସରରେ କେନ୍ଦ୍ରମନ୍ତ୍ରୀ...

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଶୁଭାରମ୍ଭ । ଜଗନ୍ନାଥଙ୍କ ଦର୍ଶନ ପାଇଁ ୧୪୮ ଜଣଙ୍କୁ ପୁରୀ ପଠାଇଲା ପ୍ରଶାସନ। OSRTC ବସ୍ରେ ପୁରୀ ବାହାରିଲେ, ପତାକା ଦେଖାଇଲେ ମୁଖ୍ୟମନ୍ତ୍ରୀ। ନବରଙ୍ଗପୁରରେ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଠିକାଦାର ସଂଘ। ଫଳରେ ରାଜ୍ୟବ୍ୟାପୀ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯିବ। ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ...

ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ବିକାଶକୁ ଦୃଷ୍ଟିରେ ରଖି ୧୨ଟି ଖଣିଜ ବ୍ଲକ୍ର ନିଲାମ ହୋଇଛି। ନିଲାମରେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ନୂଆପଡ଼ା ଜିଲାର ଖଣିଜ ବ୍ଲକ୍ଗୁଡ଼ିକ ସାମିଲ ହୋଇଥିଲା। ଏଥିରେ ବିଶେଷକରି ଲୌହ, ବକ୍ସାଇଟ୍, ମାଙ୍ଗାନିଜ୍, ଚୂନପଥର ଓ ମିଶ୍ରିତ ଧାତୁ ଖଣି ରହିଥିଲା। ରାଜ୍ୟର ୧୨ଟି ଖଣିଜ ବ୍ଲକ ପାଇଁ...

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ଜଗନ୍ନାଥପୂର ପଞ୍ଚାୟତ ଟାକରସିଂହା ଗାଁରେ ଜିଲ୍ଲା ପୁଲିସ୍ ପକ୍ଷରୁ ଚଢାଉ ଜାରି ରହିଛି। ବହୁଳ ପରିମାଣରେ ଅଫିମ ଚାଷ କରୁଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ପୁଲିସ୍ ଏନେଇ ଗାଁର ବିଭିନ୍ନ ଯାଗାରେ ଚଢାଉ ଜାରି ରଖିଛି। ଅନୁଗୋଳ ଏସପି ରାହୁଲ ଜୈନଙ୍କ ନେତୃତ୍ୱରେ...










All rights reserved. Designed by Inter Softech