ୱାଶିଂଟନ: ଆମେରିକା – ଇରାନ ଶାନ୍ତି ଆଲୋଚନା ପୁଣିଥରେ ବିଫଳ ହୋଇଛି । ଇସଲାମବାଦ ଠାରେ ପୁଣିଥରେ ଶାନ୍ତି ଆଲୋଚନା ହେବାକୁ ଥିବାବେଳେ ଉଭୟ ଆମେରିକା ଓ ଇରାନ ସିଧା ସଳଖ କଥା ହେବାକୁ ମନା କରିଛନ୍ତି । ପ୍ରଥମେ ଇରାନ ମନା କରିଥିବାବେଳେ ଇରାନ ସହ ସିଧା କଥା ହେବାକୁ ଆମେରିକା ମନା କରିଛି । ଆମେରିକୀୟ ଦୁଇ ପ୍ରତିନିଧି ଇସଲାମବାଦ ଗଲେ ନାହିଁ ।
ଷ୍ଟିଭ ୱାଟକଫ ଓ ଜାରେଡ କୁଶନାର ପାକ ଗ୍ରସ୍ତ ବାତିଲ କରିଛନ୍ତି । ଇରାନ ବୈଦଶିକ ମନ୍ତ୍ରୀ ଆବାସୀ ଅରାଘାଚି ୟୁଏସ ପ୍ରତିନିଧି ଙ୍କୁ ନ ଭେଟି ଓମାନ ଚାଲିଯାଇଥିଲେ।ୱାଶିଂଟନ: ଆମେରିକା – ଇରାନ ଶାନ୍ତି ଆଲୋଚନା ପୁଣିଥରେ ବିଫଳ ହୋଇଛି । ଇସଲାମବାଦ ଠାରେ ପୁଣିଥରେ ଶାନ୍ତି ଆଲୋଚନା ହେବାକୁ ଥିବାବେଳେ ଉଭୟ ଆମେରିକା ଓ ଇରାନ ସିଧା ସଳଖ କଥା ହେବାକୁ ମନା କରିଛନ୍ତି । ପ୍ରଥମେ ଇରାନ ମନା କରିଥିବାବେଳେ ଇରାନ ସହ ସିଧା କଥା ହେବାକୁ ଆମେରିକା ମନା କରିଛି । ଆମେରିକୀୟ ଦୁଇ ପ୍ରତିନିଧି ଇସଲାମବାଦ ଗଲେ ନାହିଁ । ଷ୍ଟିଭ ୱାଟକଫ ଓ ଜାରେଡ କୁଶନାର ପାକ ଗ୍ରସ୍ତ ବାତିଲ କରିଛନ୍ତି । ଇରାନ ବୈଦଶିକ ମନ୍ତ୍ରୀ ଆବାସୀ ଅରାଘାଚି ୟୁଏସ ପ୍ରତିନିଧି ଙ୍କୁ ନ ଭେଟି ଓମାନ ଚାଲିଯାଇଥିଲେ।



