
କମିବ ଜମି କିଣାବିକା ଠକେଇ। ମାଲିକାନାରେ ଆସିବ ସ୍ବଚ୍ଛତା। ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ,...

ସିଆଇଟିୟୁ ସହ ଅନ୍ୟ ଟ୍ରେଡ୍ ୟୁନିଅନର ଡାକରାରେ ଭାରତ ବନ୍ଦ୍ ଆନ୍ଦୋଳନ। ବଡ଼ବିଲ ୧୨/୧/୨୬:(ସରୋଜ କୁମାର ମହାପାତ୍ର):କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରେ ବାର ଘଣ୍ଟିଆ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଯୋଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଭାରତ ବନ୍ଦ୍ ର ପ୍ରଭାବରେ...

ଡଲଫିନ୍ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍ ରହିଛନ୍ତି ।ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ରେକର୍ଡ ସଂଖ୍ୟକ ଡଲଫିନ୍ ରାଜ୍ୟରେ...

ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ । ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ । ଓଡ଼ିଶା ସରକାର ଗାଡ଼ି ଚାଳକଙ୍କ ପାଇଁ ଜାରି କରିଥିବା ଏକ ବିବାଦୀୟ ନିୟମକୁ ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଯେଉଁ ଗାଡ଼ିର ବୈଧ ପଲ୍ୟୁସନ ସାର୍ଟିଫିକେଟ୍ ନଥିବ, ସେମାନଙ୍କୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ...

ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା କରାଯାଇଥିଲା । ଆଜି, ସେହି ପ୍ରତିଶ୍ରୁତି ଆନୁଷ୍ଠାନିକ ଭାବରେ ପୂରଣ ହୋଇଛି । ରିତୁ...

ବାଂ ଲାଦେଶରେ ତ୍ରୟୋଦଶ ସାଧାରଣ ପରିଷଦ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ 7:30ରୁ ଲୋକମାନେ ନିଜର ମତଦାନ କରୁଛନ୍ତି । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଂଲାଦେଶରେ 300 ସଂସଦୀୟ ଆସନ ପାଇଁ 127 ନିୟୁତ ଭୋଟର ସେମାନଙ୍କର ମତଦାନ ଦେଉଛନ୍ତି। ତଥାପି, ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଶେରପୁର-3...









All rights reserved. Designed by Inter Softech