
ବଡ଼ବିଲଥାନା ଅନ୍ତର୍ଗତ କାରୋନଦୀରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚଉଦ ଚଟେଇ ହାଟ୍ଟିଂ ସ୍ଥିତ କାରୋନଦୀ ରୁ ଜୈନିକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା...

ମନମୁଖ୍ ବିଦ୍ୟୁତ୍ ବିଲ ଆଦାୟନେଇ ଜିଲାପାଳଙ୍କ ଦ୍ୱାରସ୍ଥ ଭଟଲି : – ଭଟଲି ବ୍ଳକ କୃଷକ ପରିବାର ତରଫରୁ ଟାଟା ପାୱାରର ର ମନମୁଖି ବିଦ୍ୟୁତ ବିଲ୍ ଆଦାୟ ବିରୋଧରେ ଓ ସାର କଳାବଜାରକୁ ନେଇ ସଙ୍ଗଠନ ର ସଭାପତି ଥବିର ସାହୁ ଓ ସମ୍ପାଦକ ଶାନ୍ତ ଶାନ୍ତାନୁ ମାଝୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ...

ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ୧୫...

ଭୁବନେଶ୍ୱର – ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦିଆଯାଇଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆତ୍ମସମର୍ପଣ...

ଭୁବନେଶ୍ୱର, 11 ଫେବୃଆରୀ (ହି.ସ.) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ପଣ୍ଡିତ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର...

ଭୁବନେଶ୍ୱର, 11 ଫେବ୍ରୁଆରି (ଜାଗ୍ରତ ଭାରତ)ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୨୦୨୪-୨୫ ଆର୍ଥିକ ବର୍ଷର ମହିଳା ଅପରାଧ ସମ୍ବନ୍ଧୀୟ ବାର୍ଷିକ ରିପୋର୍ଟ ସାର୍ବଜନୀନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଅତିଥି ଭାବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁ...











All rights reserved. Designed by Inter Softech