
ମାନବିକତା ମରି ନାହିଁ ବଞ୍ଚିଛି,ବିନ୍ଧୁ ମହାନନ୍ଦଙ୍କ ହସ୍ତକ୍ଷେପରେ ଗ୍ରାମ ରେ ପହଞ୍ଚଲା ମୃତଶରର ଭବାନୀପାଟଣା, ଧର୍ମଗଡ଼ (ଜାଗ୍ରତ ଭାରତ ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗୋଲାମୁଣ୍ଡା ବ୍ଲକର ଚ଼ହକା ଗ୍ରାମମର ଚ଼ନ୍ଦ୍ରମଣି ବାଗଙ୍କ ପୁଅ ସିଦ୍ଧାନ୍ତ ବାଗ(୧୭) ଦୀର୍ଘଦିନ ଧରି ରକ୍ତ ହିନତା ରୋଗରେ ଆକ୍ରାନ୍ତ ଥିଲେ। ହେଲେ ହଠାତ ଦେହ ବହୁ ଖରାପ ହୋଇଯିବାରୁ...

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ : ♦ ପାଳି କରି ଛୁଟିରେ ରହୁଛନ୍ତି ଡାକ୍ତର କନ୍ଧମାଳ, ତା, ୩୧/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଏମିତି ଯେ, ଗୁରୁତର ରୋଗୀଙ୍କୁ ଉଚିତ ସେବା ମିଳି ପାରୁ ନଥିବାରୁ ସେମାନଙ୍କୁ...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଆହୂତ ନିକଟସ୍ଥ ପଞ୍ଚାୟତ ତଥା ବଳରାମପ୍ରସାଦ ଭୋଗବେରେଣି, ବଅଁରପାଳ ଆଦି ଗ୍ରାମ ପଞ୍ଚାୟତ ର ଗ୍ରାମବାସୀମାନେ ବହୁ ସଂଖ୍ୟା ରେ ଆସି ବଳରାମପ୍ରସାଦ ଗ୍ରାମ ହନୁମାନ ମନ୍ଦିର ନିକଟରୁ ନାମ ସଂକୀର୍ତ୍ତନ...

ସରସ୍ବତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ସରସ୍ଵତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ସଭାପତି ରମେଶ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ମୁଖ୍ୟଅତିଥି, ପଶ୍ଚିମ ସଂଭାଗ ସମ୍ପାଦକ ତ୍ରିବିକ୍ରମ ଶତପଥୀ ମୁଖ୍ୟବକ୍ତା ତଥା ଶିଳ୍ପପତି ଗୋବର୍ଦ୍ଧନ ବିର୍ମିୱାଲ, କୋଷାଧ୍ୟକ୍ଷ ଲିଙ୍ଗରାଜ ସାହୁ, ବିଭାଗ ନିରୀକ୍ଷକ...

ଭୁବନେଶ୍ବର – ଅନେକ ବାଦ ବିବାଦର ଅନ୍ତ ଘଟାଇ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ସାରା ଓଡ଼ିଶାରେ ୨୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଭୁବନେଶ୍ୱରସ୍ଥିତ ସ୍ତୁତି ସିନେପ୍ଲେକ୍ସରେ ଏହାର ପ୍ରିମିୟର ଶୋ ହୋଇଥିଲା l ଅନେକ ସିନେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଏବଂ ସିନେ ସମୀକ୍ଷକ ଦର୍ଶକଙ୍କ ସହିତ ଏକାଠି ପରୀ ଦେଖିଥିଲେ l...

ଭୁବନେଶ୍ଵର – ଆଜି ସନ୍ଧ୍ୟାରେ ସଚ୍ଚିବାଳୟ ମାର୍ଗସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ଵର ଦ୍ଵାରା ଆୟୋଜିତ ଐତିହାସିକ ତିନିଦିନିଆ ଏକାଦଶ ମୟୁରଭଞ୍ଜ ଉତ୍ସବର ଉଦ୍ଘାଟନୀ ପର୍ବ ମହା ସମାରୋହରେ ସମାପନ ହୋଇଯାଇଛି। ଏହି ଚିତ୍ତାକର୍ଷକ ଉତ୍ସବକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥ୍ ଭାବେ ଓଡ଼ିଶାର ମହାମହିମ...









All rights reserved. Designed by Inter Softech