
ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର: ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ!ରେଞ୍ଜରଙ୍କ ପତ୍ତା ମିଳୁନି ବାଲିଗୁଡା, ତା, ୨୨/୦୧:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ...

ବାଲିଗୁଡା ରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ : ଗଞ୍ଜେଇ ସହ ତିନୋଟି ଗାଡି ଜବତ : ୭ ଗିରଫ ବାଲିଗୁଡା, ତା, ୨୨/୦୧:(ସୁଶୀଳ କୁମାର ପାଣିଗ୍ରାହୀ): ନିଶା କାରବାର ରୋକିବାକୁ କନ୍ଧମାଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ୍ କଡ଼ାକଡ଼ି...

ବିଦ୍ୟୁତକାଟ ଓ ମେନେଜରଙ୍କ ଅସହଯୋଗ ମନୋଭାବରୁ ଯୋଡ଼ା BOI ଶାଖାରେ ଗ୍ରାହକ ଅସନ୍ତୋଷ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ପୌରାଞ୍ଚଳ ଯୋଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଥିବାରୁ ଗ୍ରାହକମାନେ ଗଭୀର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ ସରବରାହ ନଥିବାରୁ କମ୍ପ୍ୟୁଟର ଆଧାରିତ ସେବା...

ନାଲକୋ ତରଫରୁ ପାରିପାର୍ଶ୍ବିକ ଗ୍ରାମର ଯୁବ ବର୍ଗଙ୍କୁ ଖେଳ ସାମଗ୍ରୀ ବଣ୍ଟନ ଏବଂ ଭୂମି ପୂଜନ l ବଅଁରପାଳ,୨୧/୦୧ ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନାଲକୋ ଅନଗୁଳ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ,ଅନୁଗୋଳ ତରଫରୁ ଅଣ ଚାଳିଶ ପାରିପାର୍ଶ୍ବିକ ଗ୍ରାମର ଯୁବବର୍ଗଙ୍କ କ୍ରୀଡା ପ୍ରତିଭାର ପ୍ରୋତ୍ସାହନ ପାଇଁ ଆଜି ପୂର୍ବାହ୍ନ ରେ କଲ୍ୟାଣ ମଣ୍ଡପ ନିକଟରେ ଏହି...

ରାଜ୍ୟରେ ତମାଖୁ ହେବ ନିଷେଧ। ରାଜ୍ୟରେ ନିଷେଧ ହେଲା ସବୁ ପ୍ରକାର ତମାଖୁ ସାମଗ୍ରୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିୟମ ଲାଗୁ। ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ସଂପୂର୍ଣ୍ଣ ନିଷେଧ। ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ପ୍ୟାକେଜିଂ ନିଷେଧ, ସଂରକ୍ଷଣ, ପରିବହନ, ବାଣିଜ୍ୟ ଓ ବିକ୍ରି ଉପରେ କଟକଣା ସର୍ବଜନୀନ ସ୍ବାସ୍ଥ୍ୟ ଦୃଷ୍ଟିରୁ ସରକାରଙ୍କ ନିଷ୍ପତ୍ତି।...

ଶ୍ରୀଦଧିବାମନ ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଭଟଲି(ଅଭିମନ୍ୟୁ ପଧାନ) :-ପଶ୍ଚିମଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଧାମରେ ମହାପ୍ରଭୁ ଦଧିବାମନଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରମ୍ପରାକ୍ରମେ ମାଘ ମାସ ଶୁକ୍ଳପକ୍ଷ ଦ୍ବିତୀୟାଠାରୁ ମାଘ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଦଧିବାମନ ପଦ୍ମମୁଖ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି | ପଦ୍ମମୁଖ ବେଶରେ ଶ୍ରୀଦଧିବାମନ ମହାପ୍ରଭୁଙ୍କୁ ରୂପାର ପଦ୍ମମୁଖ ମୁକୁଟ...










All rights reserved. Designed by Inter Softech