
ବାଙ୍ଗଲାଦେଶ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ବାଂଲାଦେଶରେ ଅବସ୍ଥାପିତ ଭାରତୀୟ କୁଟନୀତିଜ୍ଞଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ଭାରତ ଫେରି ଆସିବାକୁ କୁହାଯାଉଛି । ସୁରକ୍ଷାକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଛି । ବାଂଲାଦେଶର ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ବୈଦେଶିକ ମନ୍ତ୍ରାଳୟର...

ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ । ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି । ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା...

ପୁରୀରେ ସ୍ପେଶାଲ ଫୋର୍ସ କମାଣ୍ଡୋ। ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ କରାଯାଇଛି । ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡୋ ପକ୍ଷରୁ ପଇଁତରା ମରାଯାଉଛି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ। ଶ୍ରୀମନ୍ଦିର ନିକଟ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ ।...

ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମାସ ୩ ତାରିଖରୁ ମାର୍ଚ୍ଚମାସ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଅମୃତ ଉଦ୍ୟାନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦର୍ଶକମାନେ ଅପରାହ୍ନ ୫ଟା ୧୫ ମିନିଟ୍ ସୁଦ୍ଧା ଉଦ୍ୟାନକୁ ପ୍ରବେଶ କରିପାରିବେ ।ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ...

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର କହିଛନ୍ତି, ବିଭିନ୍ନ ଆହ୍ୱାନ ବିଶେଷକରି ସନ୍ତ୍ରାସବାଦ ବିରୋଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ନୂଆଦିଲ୍ଲୀଠାରେ ଆଜି ସ୍ପେନ୍ ପ୍ରତିପକ୍ଷ ଯୋଶେ ମାନୁଏଲ୍ ଆଲ୍ବେୟାର୍ସ ବୁଏନୋଙ୍କ ସହ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଭାରତ ଓ ସ୍ପେନ୍ ସନ୍ତ୍ରାସବାଦର ଶିକାର ହେଉଛନ୍ତି । ସନ୍ତ୍ରାସବାଦ...

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ମଜବୁତ ସହାୟକ ପ୍ରଣାଳୀ ପାଲଟିଛି। ୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯୋଜନା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରେ। ଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ବିହନ, ସାର, କୀଟନାଶକ କିମ୍ବା ଅମଳ...










All rights reserved. Designed by Inter Softech