
ସୀମା ପାର୍ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍, ଗୁଇନ୍ଦା ସଂସ୍ଥା, ନାଗରିକ...

ଭଙ୍ଗାଯିବ ନଅ ତାଲା । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସହିତ ତିନୋଟି ପର୍ଯ୍ୟାୟରେ ନୂଆ...

ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ । ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ଵ ୭୧ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ...

ବାଲ୍ୟ ବିବାହ ମୁକ୍ତ ଭାରତ ଲୋଗୋ ସାର୍ବଜନୀନ ଅନୁଗୋଳ, ଭାରତ ସରକାରଙ୍କ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳ ଓ ଜଷ୍ଟ ରାଇଟ ଫର ଚିଲଡ୍ରେନ ଙ୍କ ମିଳିତ ଉଦ୍ୟମରେ ଚାଲୁଥିବା ଅଭିଯାନ ଅବ୍ୟାହତ ରହିଛି।ବିଶ୍ୱ ଯୁବ କେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଉପଲକ୍ଷେ...

ବଡଯୋରଡା ଏସ୍.ଏସ୍.ଭି.ଏମ୍ .ରେ ବାର୍ଷିକ ଉତ୍ସବ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ,ବଡ଼ ଯୋରଡା ଠାରେ ୨୯ତମ ବାର୍ଷିକ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି . ଉକ୍ତ ଉତ୍ସବରେ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ, କଟକ ର କୂଳପତି ସମ୍ମାନନୀୟ ଡଃ. କମଲଜିତ୍ ସିଂ ମୁଖ୍ୟ ଅତିଥି ଓ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ପଦାର୍ଥବିଜ୍ଞାନ ପ୍ରଫେସର ଓ ସ୍ତମ୍ଭକାର ଡଃ ,ଗୌରୀ...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ଦ୍ୱାରା ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ରେ ସ୍ଵଦେଶୀ ସଂକଳ୍ପ ପଦଯାତ୍ରା ଓ ବନ୍ଦେ ମାତରମ୍ ଗାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ”ବନ୍ଦେ ମାତରମ୍” ଗାନ ଜନସାଧାରଣ ଙ୍କୁ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ହାଟତୋଟା ତାମ୍ରିତ୍ ମାର୍କେଟ୍...










All rights reserved. Designed by Inter Softech