![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/01/Picsart_25-11-05_07-59-52-526-12.jpg)
ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ବୁଧବାର, ୧୪ ଜାନୁଆରୀ ୨୦୨୬, ମକର ସଂକ୍ରାନ୍ତିର ଶୁଭ ଅବସରରେ ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ଆଜିର ଦିନଟି। ♈ ମେଷ (Aries)ଆଜି ଆପଣଙ୍କ ପାଇଁ ଦିନଟି ସଫଳତାପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଶୁଭ ସଂଖ୍ୟା: ୯,ଶୁଭ ରଙ୍ଗ: ନାଲି ଶୁଭ ସମୟ:...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ। ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ। ଏହା ଚାନ୍ସେଲର ମର୍ଜଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ଏବଂ ଫେଡେରାଲ ଚାନ୍ସେଲର...

ମୁମ୍ବାଇ: ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ନିର୍ବାଚନ ପୂର୍ବରୁ ଅଧିକାରୀମାନେ ନିର୍ବାଚନ ଦାୟିତ୍ୱ ପୂରଣ କରିବାରେ ବିଫଳ ହେବା ଏବଂ ଅନୁପସ୍ଥିତ ରହିବା ପାଇଁ ୬,୮୭୧ ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୋଟ ୨,୩୫୦ ଅଧିକାରୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ୱରେ ନିଯୁକ୍ତ କରାଯାଇଥିଲା। ବାକି ୪,୫୨୧ ଅଧିକାରୀଙ୍କ ବିରୁଦ୍ଧରେ ସେମାନଙ୍କର କର୍ତ୍ତବ୍ୟ...

ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର...

ଭୁବନେଶ୍ବର: ହିନ୍ଦୁମାନଙ୍କର ଅନ୍ୟ ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ ତାରିଖରେ ପାଳନ କରାଯିବ। ପରମ୍ପରା ଅନୁଯାୟୀ,...

ସୀମା ପାର୍ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍, ଗୁଇନ୍ଦା ସଂସ୍ଥା, ନାଗରିକ...











All rights reserved. Designed by Inter Softech