
ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ଢ଼େଙ୍କାନାଳ, ତା. ୧୩.୧.୨୦୨୬- ଜଳ ସଂପଦ ବିଭାଗ, ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଗତ ୬ ତାରିଖ ଠାରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଉଅଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ରେଙ୍ଗାଳି ଦକ୍ଷିଣ ଜଳସେଚ଼ନ ମଣ୍ଡଳ, ଢ଼େଙ୍କାନାଳ ପକ୍ଷରୁ...

ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା ଢେଙ୍କାନାଳ, ୧୩/୧ – ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ବଜାର ଅନ୍ତର୍ଗତ ଢଙ୍କୁଣିଆ ସାହିରେ ଥୁବା ପ୍ରସିଦ୍ଧ ସର୍ବମଙ୍ଗଳାଙ୍କ ତୃତୀୟ ବାର୍ଷିକ ଯଜ୍ଞ ଉପଲକ୍ଷେ କଳସଯାତ୍ରା ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା କରାଯାଇ ୫୧ଜଣ ପୁରୁଷ ଓ ମହିଳା କଳସ ଧାରଣ କରି ଘଂଟ ଓ ବାଦ୍ୟ ଦ୍ବାରା...

ତୃତୀୟ ବାର୍ଷିକ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ୍ ମିଟ୍ ଢେଙ୍କାନାଳ, ୧୩/୧- ସ୍ଥାନୀୟ ଶ୍ରୀରାମ ମଣ୍ଡପ ପ୍ରାଙ୍ଗଣରେ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ ସଂଘର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା କ୍ୟାଟେରିଙ୍ଗ୍ ଆସୋସିଏସନ୍ର ସଭାପତି ବିନୟ ଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅଧ୍ଯକ୍ଷ ଅନୁପ...

OSCPCR ଅଧ୍ୟକ୍ଷାଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ, ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟବିବାହ ମୁକ୍ତି ଦିଗେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭବାନୀପାଟଣା; ତା 13.01.226ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟବିବାହ ପ୍ରତିରୋଧ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ମାନନୀୟା ଅଧ୍ୟକ୍ଷା ବବିତା ପାତ୍ର ଓ...

93 ବ୍ୟାଚ ମାଟ୍ରିକ ବନ୍ଧୁମିଳନ ବଅଁରପାଳ -ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟ ର 93ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ମିଳିତ ହୋଇ ସ୍କୁଲ ପରିସର ଖେଳ ପଡିଆ ଠାରେ ବନ୍ଧୁମିଳନ ହୋଇ ଯାଇଛି l ପୂର୍ବତନ ଶିକ୍ଷକ ମାନଙ୍କ ଗହଣରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବିଗତ ଦିନ ସ୍କୁଲ ରେ କିପରି...

ମାଦକ ମୁକ୍ତ ଭାରତ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ବାଲିଗୁଡା, ତା, ୧୩/୦୧:(ସୁଶୀଳ କୁମାର ପାଣିଗ୍ରାହୀ): ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଲୁକ୍ ଆଇନ ସେବା ସମିତି ବାଲିଗୁଡା, କନ୍ଧମାଳ ପକ୍ଷରୁ ନାଲସାଙ୍କ ଡ୍ରଗ୍ ଅୱେରନେସ୍ ଆଣ୍ଡ ୱେଲନେସ୍ ନାଭିଗେସନ ମାଦକ ମୁକ୍ତ ଭାରତ ପାଇଁ...










All rights reserved. Designed by Inter Softech