. ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା ଢେଙ୍କାନାଳ, ଓଡାପଡା, ତା୦୩-୦୭-୨୦୨୬ ରିଖ ଆଜି ଦିବା ୦୧ ଘଟିକା ସମୟରେ ଜାତିୟ ରାଜପଥ ନଂ ୫୫ ହଳଦିଆ ବାହାଳ ଛକ ନିକଟରେ ବହୁତ ମାଲବାହି ଟ୍ରକ ଟ୍ରଲର ରାଜପଥ ଉପରେ ଛିଡା ହୋଇଥିଲା । ଗାଡି ଚାଳକଙ୍କ ନିକଟରୁ ଜଣାପଡେ ଉକ୍ତ ଗାଡିଗୁଡିକ ନିକଟସ୍ଥ ଏମ୍ ଜି ଏମ ଷ୍ଟିଲ୍ କାରଖାନାକୁ ଯାଉଅଛି । ଉକ୍ତ କାରଖାନାର ନିଜସ୍ଵ ପାର୍କିଙ୍ଗ ସୁବିଧା ଥାଉ ଥାଉ ଜାଣିଶୁଣି ଜାତିୟ ରାଜପଥ ଉପରେ ଗାଡି ଗୁଡିକ ଦେଆଇନ୍ ପାର୍କିଙ୍ଗ କରୁଅଛି । ଯଦ୍ଵାରା ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଉକ୍ତ କାରଖାନା ମାଲିକ, ଗାଡି ଚାଳକ ସିଧାସଳଖ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ, ଭାରତର ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଭାରତ Civil original, Jurisdiction,sou moto write No of 2025.INLF. PHALODI Accident…. Petitioner vrs National Highway Authority of India and Others……. Respondent with w.p.c.No1100 of 2025 କେଶରେ illigal parking ଉପରେ ନିର୍ଦ୍ଦେଶ ଦେଇଛନ୍ତିNational Authority of India and State Transport Authority were direct to strictly clear highway of illigal parking. ବାକି ରହିଲା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ କୁ ସ୍ଥାନିୟ ପ୍ରଶାସନ, କାରଖାନା ମାଲିକ, ଗାଡି ଚାଳକ କେବେ ପାଳନ କରୁଛନ୍ତି ।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

