ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀ

ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀ
ତାଳଚେର, ୧୩/୦୭ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ ଘନଘନ ବିଜୁଳିକାଟ ପାଇଁ ଅଂଚଳବାସୀ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆକାଶରେ ନାହିଁ ବର୍ଷା, କି ନାହିଁ ବିଜୁଳି ଘଡ଼ଘଡ଼ି ହେଲେ ଏଠାରେ ବିଜୁଳି ସମସ୍ୟା ଉତ୍କଟତର ହେବାରେ ଲାଗିଛି ସହିତ ରାତିଅଧରେ ଲୋକେ ପହରା ଦେଉଥିବା କଥା ସକାଳ ପାହିଲେ ଚା’ଖଟି ଗୁଡ଼ିକରେ ଚର୍ଚ୍ଚା ପରିସରକୁ ଆସୁଛି । ଭାରତବର୍ଷରେ ତାଳଚେର ଏକ ଉତପ୍ତ ସହରଭାବେ ପରିଗଣିତ । ଏଠାରେ ଏନଟିପିସି, ଟିଟିପିଏସ୍‌, ରେଙ୍ଗାଳୀ ଏଥିସହ ଛୋଟଛୋଟ ବିଦ୍ୟୁତ୍ କାରଖାନା ଥିଲେ ମଧ୍ୟ ଏହି କାରଖାନାରୁ ବାହାର ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଏ । ମାତ୍ର ଦୀପତଳ ଅନ୍ଧାର ସଦୃଶ୍ୟ ଭଳି ଏଠାରେ ବାରମ୍ବାର ବିଦ୍ୟୁତ୍ କାଟ ସମସ୍ୟା ସହିତ ଲୋଭୋଲଟେଜ୍ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତାଳଚେର ଅଂଚଳରେ ବ୍ୟାପକ ଖଣି କାରଖାନା ରହିଥିବାରୁ ଓ ଏଥିପାଇଁ ଜଙ୍ଗଲ ଗୁଡ଼ିକୁ ପଦା କରି ଦିଆଯାଉଥିବାରୁ ଏଠାରେ ପ୍ରବଳ ଗ୍ରୀଷ୍ମ ଲହରୀ ସହିତ ଗୁଳୁଗୁଳି ଲୋକଙ୍କୁ ଅସମ୍ଭାଳ କରିଦେଇଛି । ସେସୁ ହାତରେ ପାୱାର ସପ୍ଲାଇ ଦାୟୀତ୍ୱ ରହିଥିବା ବେଳେ ଯେତିକି ବିଦ୍ୟୁତ୍ କାଟ ହେଉନଥିଲା ବର୍ତମାନ ଟାଟା କମ୍ପାନୀ ତା’ଠାରୁ ବହୁ ଗୁଣାରେ ବିଦ୍ୟୁତ୍ କାଟ ସହିତ ଲୋଭେଲଟେଜ୍‌ରେ ଅଂଚଳବସୀ ତ୍ରାହିତ୍ରାହି ଡ଼ାକ ଦେଉଛନ୍ତି । ରାଜ୍ୟ ସରକାର ଖରାଦିନରେ ବିଦ୍ୟୁତ୍ କାଟ ନକରିବାକୁ ନିର୍ଦ୍ଦେଶନାମା କରିଥିଲେ ମଧ୍ୟ ତାହା କେବଳ ଲୋକ ଦେଖାଣିଆ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖରାଦିନରେ ବିଦ୍ୟୁତ୍ କାଟ କଲେ ସମ୍ପୃକ୍ତ ଅଧିକାରୀଙ୍କୁ କୋଠରୁ କୋଠର ଦଣ୍ଡ ଦେବାପାଇଁ ଘୋଷଣା କରିଥିଲେ । ମାତ୍ର ତାହା ଆଜି ତାଳଚେର ଅଂଚଳରେ ପାଣିରଗାର ସଦୃଶ୍ୟ ହୋଇଛି । ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାପାଇଁ ଅଂଚଳବାସୀ ଦାବି କରୁଛନ୍ତି, ନତୁବା ଆଗାମୀ ଦିନରେ ଏକ ବଡ଼ଧରଣର ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ ।

ସ୍ଥାନୀୟ ବିଧାୟକଙ୍କ କ୍ୟାମ୍ପରୁ ୩ ମୟୁର ଜବତ
ତାଳଚେର, ୧୩/୦୭ ତାଳଚେର ବ୍ଲକ ଅନ୍ତର୍ଗତ ଭରତପୁର ନିକଟସ୍ଥ ମାଳ ରଗୁଡ଼ି ଆଶ୍ରମରୁ ଆଜି ୩ମୟୁର ଜବତ ହେବା ଘଟଣା ତାଳଚେର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୁଆଡ଼େ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସେଠାରେ ବହୁବର୍ଷରୁ ଗୋଟିଏ ଆଶ୍ରମକରି ସେହି ଆଶ୍ରମ ପରିସରରେ ପାର୍କ ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ରଖିଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ଆଜି ତାଳଚେର ବନବିଭାଗ ପକ୍ଷରୁ ହଠାତ୍ ସେଠାରେ ଚଢ଼ାଉକରି ଭାରତର ଜାତୀୟପକ୍ଷୀ କୁହାଯାଉଥିବା ୩ଟି ମୟୁରକୁ ଜବତ କରିଛନ୍ତି । ତେବେ ଏସମ୍ପର୍କରେ ତାଳଚେର ବନାଧିକାରୀଙ୍କୁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବପର ହୋଇପାରିନାହିଁ ।

ମେଡିକାଲ୍‌ରେ ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ
ମହିଳା କଂଗ୍ରେସ୍ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
ତାଳଚେର, ୧୩/୦୭ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ ରେ ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ ନେଇ ଜିଲ୍ଲା ମହିଳା କଂଗ୍ରେସ୍ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତାରାଣୀ ଧୀରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାକାଳ ଆଶିଷ ରଞ୍ଜନ ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ରାଜନୈତିକ ଛକାପଞ୍ଝା ମଧ୍ୟରେ ଦୋଷୀ କୁ ଖସାଇବାକୁ ଚକ୍ରାନ୍ତ କରାଯାଉଛି ଏବଂ ନୂତନ ଏଜେନ୍ସି କୁ ଠିକ୍ ଭାବେ କାମ କରିବାକୁ ଦିଆଯାଉ । ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ ସମଗ୍ର ରାଜ୍ୟରେ ଚଳହ ପକାଇଥିବାବେଳେ ସରକାରଙ୍କ ତରଫରୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ଇତି ମଧ୍ୟରେ ନୂତନ ଏଜେନ୍ସି ମଧ୍ୟ ନିଯୁକ୍ତି ହୋଇ କାର୍ଯ୍ୟ ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ଡାକ୍ତରଖାନା ପରିସରରେ ଅଶାନ୍ତ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । କିଛି ଦଲାଲ ଲୋକ ମାନଙ୍କ ଠାରୁ ଅର୍ଥ ଉତ୍କୋଚ ନେଇ ନିଯୁକ୍ତି ଦେବାକୁ ଲାଗିପଡିଛନ୍ତି । ଯେଉଁ ମାନେ କି ବିଭିନ୍ନ ଦଳୀୟ ଲୋକ ବୋଲି ନିଜକୁ ପରିଚୟ ଦେଇ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି । ଏହା ଫଳରେ ତଦନ୍ତ ବାଟବଣା ହେବାକୁ ଯାଉଛି । ରାଜନୈତିକ ଲୋକମାନଙ୍କର ଆଶ୍ରୟ ନେଇ ପୁଣି କିଛି ଫର୍ଜରୀ ପ୍ରାର୍ଥୀ ଚାକିରୀ କରିବାକୁ ବସିଛନ୍ତି । ପବିତ୍ର ମୋହନ ସରକାରୀ ମେଡିକାଲ୍ ରେ ଷ୍ଟାଫ ନିଯୁକ୍ତି ପାଇଁ ଯେଉଁ ସଂସ୍ଥା ଟେଣ୍ଡର ପାଇଛି ତାକୁ ସ୍ୱଚ୍ଛ ଭାବେ କାମ କରିବାକୁ ଦିଆଯାଉ । ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରାଯାଇ ଦୋଷୀ ଓ ଦଲାଲ୍ ଙ୍କୁ ଧରାଯାଉ ଏବଂ ରାଜନୈତିକ ଆଶ୍ରୟ ଦିଆନଯାଉ ବୋଲି ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ, ପୁଷ୍ପଲତା ପ୍ରଧାନ, ରାଜକିଶୋର ସାହୁ, ପ୍ରଦିପ ମହାରଣା, ନିଳମାଧବ ପଟ୍ଟନାୟକ, ତୀର୍ଥବାସୀ ବେହେରା, ଅଞ୍ଜନାରାଣୀ ମହାରଣା, କବିତା ମହାରଣା, କବିତା ମହାକୁଡ, ସୁଜାତା ରାଉତ, ସୋମବାରୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech