ବୌଦ୍ଧ ଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ

ଜେ ବି ଏନ, ୦୩/୦୧/୨୦୨୧, ବୌଦ୍ଧ/ ଭୁବନେଶ୍ବର : ବୌଦ୍ଧ ଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ୧୦୦ ବର୍ଷର ପୁରାତନ କଚେରୀ କୋଠା ସଂଗ୍ରହାଳୟରେ ରୂପାନ୍ତରଣ ଦ୍ବାରା ଜିଲ୍ଲାର କଳା , ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାରପ୍ରସାର ସହ ପର୍ଯ୍ୟଟନର ବିକାଶରେ ସହାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।



