ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରମଲେଙ୍ଗସ୍ୱର ପାର୍କ ଉଦଘାଟିତ

ଜେ ବି ଏନ, ୦୫/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ଠାରେ ବହୁ ଦିନ ପ୍ରତିକ୍ଷା ପରେ ରମଲେଙ୍ଗସ୍ୱର୍ ପାର୍କ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମ ରେ ଉଦ୍ଘାଟନ କରିଥିଲେ,ଏହି4 ପାର୍କ ଓଡିଶା ସରକାର ଙ୍କ 12.52 କୋଟି ଆର୍ଥିକ ସହାୟତା ଯୋଗୁ
18.10.2017 ରେ ରମଲିଙ୍ଗସ୍ୱର୍ ପୋଖୋରୀରୋ ସ୍ଵନ୍ଦର କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ପାର୍କ 1500 ବର୍ଗ ମିଟର ସୁନ୍ଦର ପ୍ରମଦ ଉଦ୍ୟାନ,620 ମିଟର ଲମ୍ବା ଚଲା ପଥ ,6 ଗୋଟି ୱାଚ ଟାୱାର,ପୋଖୋରି ମଧ୍ୟରେ 35 ଫୁଟି ଉଚତା ରୋ ଏକ ଶିବ ମୁର୍ତି ରୋହିଥବ ବେଳେ ବୋଟିଂ ରୋ ବେବାସ୍ତା ରୋହିଛି,ଏହି ଉଦ୍ଘାଟନ ଉସ୍ତବ୍ ରେ ମନ୍ତ୍ରୀ ବିକ୍ରମ ଆରୁଖ, ବରହମପୁର ଏମପି ଚନ୍ଦ୍ର ଶେଖର ସାହୁ ,ଏମଏଲଏ ବିକ୍ରମ ପଣ୍ଡା ,ଆରଡିସି ଟି ଅଓ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍, ଉପ ଜିଲ୍ଲାପାଳ କ୍ରୀତି ବାସନ,bmec କମିଶନର ସିଦ୍ଧେଶ୍ୱର ବଳିରମ୍ ବନ୍ଦରୋ ଉପସ୍ଥିତ ଥିଲେ।



