ଗଞ୍ଜାମ ଜିଲ୍ଲାପାଳଙ୍କ ହାତୀଓଟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, 07.01.2021), ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଆଦର୍ଶ ବିଦ୍ୟାଳୟକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଆବଶକ୍ୟ ଭିତ୍ତି ଭୂମି ଉପରେ ଅନୁଧ୍ୟାନ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ପୋଲସରା ବିଡ଼ିଓ, ବିଇଓ ଉପସ୍ଥିତ ଥିଲେ ।



