Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଜମ୍ମୁ କଶ୍ମୀରରେ ଶିଳ୍ପ ବିକାଶ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ କ୍ୟାବିନେଟର ମଞ୍ଜୁରି - Jagrat Bharat News

ଜମ୍ମୁ କଶ୍ମୀରରେ ଶିଳ୍ପ ବିକାଶ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ କ୍ୟାବିନେଟର ମଞ୍ଜୁରି

ଜମ୍ମୁ କଶ୍ମୀରରେ ଶିଳ୍ପ ବିକାଶ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ କ୍ୟାବିନେଟର ମଞ୍ଜୁରି

2037 ମସିହା ପର୍ଯ୍ୟନ୍ତ ଏହି ଯୋଜନାରେ ଖର୍ଚ୍ଚ ହେବ 28,400 କୋଟି

 

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଜମ୍ମୁ କଶ୍ମୀରରେ ଶିଳ୍ପର ବିକାଶ ପାଇଁ ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର କେନ୍ଦ୍ରୀୟ କ୍ଷେତ୍ର ଯୋଜନା ପ୍ରସ୍ତାବ ଉପରେ ବିଚାର କରାଯିବା ସହ ଅନୁମୋଦନ କରାଯାଇଛି। ଏହି ଯୋଜନା 2037 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିରେ ମୋଟ୍‍ 24,800 କୋଟି ଟଙ୍କାର ଖର୍ଚ୍ଚ କରାଯିବ।

 

ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପର ବିକାଶ ଲାଗି ଭାରତ ସରକାର କେନ୍ଦ୍ରୀୟ ଯୋଜନା ଭାବେ ଜମ୍ମୁ କଶ୍ମୀର ପାଇଁ ନୂଆ ଶିଳ୍ପ ବିକାଶ ଯୋଜନା (ଜେଆଣ୍ଡକେ ଆଇଡିଏସ୍‍ 2021) ପ୍ରସ୍ତୁତ କରିଛନ୍ତି । ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯାହାକି ସେହି ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଅଧିନିୟମ, 2019 ଅନୁଯାୟୀ 31.10.2019ଠାରୁ କେନ୍ଦ୍ରଶାସିତ ପ୍ରଦେଶ ରୂପରେ ଜମ୍ମୁ ଓ କଶ୍ମୀରର ଐତିହାସିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ବିଚାର କରି ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପ ଓ ସେବା ଆଧାରିତ ବିକାଶ ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ନୂତନ ନିବେଶ ଏବଂ ବର୍ତ୍ତମାନର ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଏବଂ ଦୀର୍ଘସ୍ଥାୟୀ ବିକାଶ ଉପରେ ଜୋର ଦିଆଯାଇଛି।

 

ଏହି ଯୋଜନା ଅଧୀନରେ ନିମ୍ନଲିଖିତ ପ୍ରୋତ୍ସାହନ ଉପଲବ୍ଧ ହେବ :

 

1. କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ ଲାଗି ଜୋନ୍‍-ଏ ପାଇଁ 30% ଓ ଜୋନ୍‍-ବି ପାଇଁ 50% ପୁଞ୍ଜି ନିବେଶ ପ୍ରୋତ୍ସାହନ ଉପଲବ୍ଧ ହେବ। 50କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ହେଉଥିବା ୟୁନିଟ୍‍ ଗୁଡିକ ଏହି ସୁବିଧା ପାଇବେ । ପ୍ରୋତ୍ସାହନ ରାଶିର ସୀମା ଜୋନ୍‍-ଏ ରେ ସର୍ବାଧିକ 5କୋଟି ଏବଂ ଜୋନ୍‍-ବି ରେ 7.5କୋଟି ଟଙ୍କା ରହିଛି ।

 

2. ପୁଞ୍ଜି ସୁଧ ରିହାତି : କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ 500 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସର୍ବାଧିକ 7ବର୍ଷ ଲାଗି ବାର୍ଷିକ 6 ପ୍ରତିଶତ ।

 

3. ଜିଏସ୍‍ଟି ଆଧାରିତ ପ୍ରୋତ୍ସାହନ : କାରଖାନା ଏବଂ ଯନ୍ତ୍ରପାତି (ଉତ୍ପାଦନ କ୍ଷେତ୍ର) ସ୍ଥାପନ କିମ୍ବା କୋଠାବାଡି ନିର୍ମାଣ ଅଥବା ଅନ୍ୟ ଭିତ୍ତିଭୂମି (ସେବା କ୍ଷେତ୍ର ପାଇଁ) ସ୍ଥାପନ କ୍ଷେତ୍ରରେ ବାସ୍ତବ ନିବେଶର 300 ପ୍ରତିଶତ 10ବର୍ଷ ପର୍ଯ୍ୟନ୍ତ । ଗୋଟିଏ ଆର୍ଥିକ ବର୍ଷରେ ପ୍ରୋତ୍ସାହନ ରାଶିର ପରିମାଣ ମୋଟ୍‍ ଯୋଗ୍ୟ ପ୍ରୋତ୍ସାହନ ରାଶି ପରିମାଣର ଏକ ଦଶମାଂଶରୁ ଅଧିକ ହେବନାହିଁ ।

 

4. ଚଳନ୍ତି ପୁଞ୍ଜି ସୁଧ ପ୍ରୋତ୍ସାହନ : ସମସ୍ତ କାର୍ଯ୍ୟକ୍ଷମ ୟୁନିଟ୍‍ ପାଇଁ 5% ହାରରେ 5ବର୍ଷ ପାଇଁ । ପ୍ରୋତ୍ସାହନର ସର୍ବାଧିକ ସୀମା ଏକ କୋଟି ଟଙ୍କା ।

 

 

 

ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ :

 

1. ଏହି ଯୋଜନା ଉଭୟ କ୍ଷୁଦ୍ର ଏବଂ ବୃହତ ଶିଳ୍ପ ପାଇଁ ଅନୁକୂଳ ଭାବେ ପ୍ରସ୍ତୁତ ହୋଇଛି । କାରଖାନା ଓ ଯନ୍ତ୍ରପାତି ପାଇଁ 50କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ହେଉଥିବା ଛୋଟ ୟୁନିଟ୍‍ ଗୁଡିକୁ ପୁଞ୍ଜି ପ୍ରୋତ୍ସାହନ ବାବଦରେ 7.5କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ପୁଞ୍ଜି ସୁଧ ବାବଦରେ ସହାୟତା ଆକାରରେ ସର୍ବାଧିକ 7ବର୍ଷ ପାଇଁ 6% ମିଳିବ ।

 

2. ଏହି ଯୋଜନାରେ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ଲକ ସ୍ତରରୁ ଶିଳ୍ପ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ଥର ପାଇଁ ଭାରତ ସରକାର ଏଭଳି କୌଣସି ଶିଳ୍ପ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହାକି ସମଗ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ସନ୍ତୁଳିତ ଶିଳ୍ପ ଅଭିବୃଦ୍ଧି କରିପାରିବ ।

 

3. ବ୍ୟବସାୟିକ ସୁଗମତା ଆଧାରରେ ଯୋଜନାର ସରଳୀକରଣ ହୋଇଛି । ଜିଏସ୍‍ଟି ସଂଯୁକ୍ତ ପ୍ରୋତ୍ସାହନ ବାବଦରେ ବଡ଼ ପ୍ରୋତ୍ସାହନ ମିଳିପାରିବ ଯାହା ପାରଦର୍ଶିତା ସହିତ ବୁଝାମଣା ନକରି ଚାପ ହ୍ରାସକୁ ନିଶ୍ଚିତ କରିବ ।

 

4. ଏହି ଯୋଜନା ପଞ୍ଜୀକରଣ ଏବଂ କାର୍ଯ୍ୟାନ୍ୱୟନରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଦ୍ଧାରଣ କରାଯାଇଛି। ଦାବି ଗୁଡିକୁ ମଞ୍ଜୁରି ପୂର୍ବରୁ ସ୍ୱାଧୀନ ଅଡିଟ ସଂସ୍ଥା ଦ୍ୱାରା ଏହାର ଉଚିତ ଯାଞ୍ଚ ଓ ସନ୍ତୁଳନ ବ୍ୟବସ୍ଥା କରାଯାଇଛି।

 

5. ଏହା ଜିଏସ୍‍ଟିର ପରିଶୋଧ କିମ୍ବା ଫେରସ୍ତ ନୁହେଁ ବରଂ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀରର କ୍ଷତି ଭରଣା ଲାଗି ମୋଟ୍‍ ଜିଏସ୍‍ଟିର ଉପଯୋଗ ଶିଳ୍ପ ପ୍ରୋତ୍ସାହନର ଯୋଗ୍ୟତା ନିର୍ଦ୍ଧାରଣ କରିବାରେ ହୋଇଥାଏ।

 

6. ପୂର୍ବ ଯୋଜନାଗୁଡିକରେ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିଲା କିନ୍ତୁ ନୂଆ ଯୋଜନା ତୁଳନାରେ ସେଗୁଡ଼ିକରେ ସାମଗ୍ରିକ ଅର୍ଥ ଯୋଗାଣ କମ୍‍ ଥିଲା ।

 

 

 

ପ୍ରମୁଖ ପ୍ରଭାବ ଏବଂ ରୋଜଗାର ସୃଷ୍ଟି ସମ୍ଭାବନା :

 

1. ଏହି ଯୋଜନା ଜରିଆରେ ଜମ୍ମୁ କଶ୍ମୀରରେ ବର୍ତ୍ତମାନ ଥିବା ଶିଳ୍ପ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ ଏବଂ ନୂତନ ପୁଞ୍ଜି ନିବେଶ ମାଧ୍ୟମରେ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଏବଂ କାର୍ଯ୍ୟକ୍ଷମ ଶିଳ୍ପଗୁଡିକୁ ଚଳାଇ ରଖାଯିବ। ଯାହାଦ୍ୱାରା ଜମ୍ମୁ ଓ କଶ୍ମୀର ଦେଶର ଅନ୍ୟ ଶିଳ୍ପ ବିକଶିତ ରାଜ୍ୟ ସହିତ ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ବିତା କରିପାରିବ ।

 

2. ଆଶା କରାଯାଉଛି ଯେ ପ୍ରସ୍ତାବିତ ଯୋଜନା ଅଭୂତପୂର୍ବ ପୁଞ୍ଜି ଆକୃଷ୍ଟ କରିବ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାବେ 4.5 ଲକ୍ଷ ଲୋକ ଲୋକଙ୍କୁ ନିଯୁକ୍ତି ଦେବ । ଏହାଛଡ଼ା ଅତିରିକ୍ତ ଚଳନ୍ତି ପୁଞ୍ଜି ଉପରେ ସୁଧ ସୁବିଧା ଯୋଗାଯାଉଛି ତେଣୁ ପ୍ରାୟ 35,000 ଲୋକଙ୍କୁ ଏହା ପରୋକ୍ଷ ଭାବେ ସହାୟତା ଯୋଗାଇବାର ସମ୍ଭାବନା ରହିଛି ।

 

 

 

ବ୍ୟୟ ସମ୍ପୃକ୍ତି :

 

2020-21 ରୁ 2036-37ମଧ୍ୟରେ ପ୍ରସ୍ତାବିତ ଯୋଜନା ପାଇଁ 28,400 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ୟାକେଜ ଜରିଆରେ 1123.84 କୋଟି ଟଙ୍କା ଯୋଗାଇ ଦିଆଯାଇସାରିଛି।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech