ହିଞ୍ଜିଳିକାଟୁ ଆଇଟିଆଇରେ ୫୦୦ କେଭି ବିଦ୍ୟୁତ ଟାୱାର ସମ୍ବନ୍ଧୀୟ ଶିକ୍ଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ

ଜେ ବି ଏନ, ୨୯/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର/ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଆଇଟିଆଇରେ ୪୦୦ କେଭି ବିଦ୍ୟୁତ ଟାୱାରର ମରାମତି ତଥା ରକ୍ଷଣାବେକ୍ଷଣ ସମ୍ପର୍କିତ ଏକ ” ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ” ପ୍ରତିଷ୍ଠା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ‘ ଲାର୍ସନ୍ ଆଣ୍ଡ ଟର୍ବୋ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି । SDTE_ ଓଡିଶା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପାନୀ ସହ ଏହି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ।



