ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଲେ ବିଧାୟକ

(ଜାଗ୍ରତ ଭାରତ ନିଉଜ୍, ୦୪/୦୩/୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ)କଣିହାଁ : ଅନୁଗୋଳ ଜିଲ୍ଲା , ବ୍ଲକ୍ କଣିହାଁ ୯ ନଂ ଜୋନ ବିଜୁ ଜନତା ଦଳ ତରଫରୁ ନବନିଯୁକ୍ତ ବିଜୁ ଯୁବ ଜନତା ଦଳର ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ଆସନ୍ତା କାଲି ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଓ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ କିପରି ଭାବରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲେ।



