ବସୁନ୍ଧରା ଯୋଜନା, ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଜେ. ବି. ଏନ୍ (୦୬/୦୩/୨୦୨୧) ସୋହେଲା :ସୋହେଲା ତହସିଲ ଅଫିସରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ଘରଡିହ ପାଇଁପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କଲି । ଏହି କାର୍ଯ୍ୟକ୍ରମରେ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ,ବିଡିଓ ବିଶ୍ୱ ରଂଜନ କର,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ତହସିଲ କର୍ମଚାରୀ ତଥା ହିତାଧିକାରୀମାନେ ଉପସ୍ଥିତ ଥିଲେ ।



