ମହା ରୁଦ୍ର ଯଜ୍ଞ ଅନୁଷ୍ଠିତ

ଜେ. ବି. ଏନ୍, ରିପୋର୍ଟ, ଶୁଭମ ପାଣି, ୦୯/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଭାଗୀରଥୀ ସାଗରରେ ଥିବା ବାବା ଆଖଣ୍ଡଳମଣି ଙ୍କ ପିଠରେ ମହା ଶିବରାତ୍ରି ଉପଲକ୍ଷେ ୩ ଦିନ ଧରି ଯଜ୍ଞ ଅନୁଷ୍ଠିତ ହେଉଛି। ପ୍ରାତଃ ମହାରୁଦ୍ରଭିଷେକ, ଗୋ ପୂଜା, ଚଣ୍ଡିପାଠ ପଣ୍ଡିତ ମାନଙ୍କ ଦ୍ଵାରା ୩ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।



