କୋଭିଡ କଟକଣା ରେ ଜାଗର ଯାତ୍ରା ଶେଷ

ବଅଁରପାଳ ଛକ ସ୍ଥିତ ଶିବ ମନ୍ଦିର

ବଅଁରପାଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶିବ ମନ୍ଦିର

ଗୋତମରା ଗ୍ରାମ ଶିବ ମନ୍ଦିର

ମଙ୍ଗଳବାର ସାପ୍ତାହିକ ହାଟ ନିକଟ ଶିବ ମନ୍ଦିର
ଗଡସନ୍ତ୍ରୀ ଗ୍ରାମପଞ୍ଚାୟତ ଶିବ ମନ୍ଦିର

ବଉଳିଗଡ଼ ପଞ୍ଚାୟତ ପୁରୀକିଆ ଗ୍ରାମ ଶିବ ମନ୍ଦିର
ନୂଆହତା ପଞ୍ଚାୟତ ଶିବ ମନ୍ଦିର
(ଜେ ବି ଏନ /ସୁଶାନ୍ତ କୁମାର) ୧୦/୦୩ /୨୦୨୧ : ନୂତନ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ ଲୋକଙ୍କ ଜୀବନ ହାନି ରୁ ରକ୍ଷା ପାଇବା ପାଇଁ ମହାଶିବରାତ୍ରି ର ଜାଗର ଯାତ୍ରା ରେ କୋଭିଡ କଟକଣା ଲଗାଯାଇଥିବା ରୁ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ମାନସିକ ଜାଗର କରିବା ପାଇଁ ବାରଣ କରିଥିଲେ ଭକ୍ତ ମଧ୍ୟ ପ୍ରଶାସନିକ ଆଇନ କୁ ଦୃଷ୍ଟି ରେ ରଖି ଭକ୍ତ ଦୀପଜଳାଇ ନିଜଘର କୁ ଫେରୁଥିବା ଦେଖିବାକୁ ମିଳିଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


