
ଅଜଣା ଗାଡି ଧକ୍କାରେ ପିଏସଏସଜେ କଲେଜ ଅଧ୍ୟାପକ ଗୁରୁତ୍ତର
(ଜେ ବି ଏନ/ସୁବ୍ରତ କୁମାର) ୧୯/୦୩/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଏସଏସଜେ କଲେଜ ର ଅଧ୍ୟାପକ ଅଜଣା ଗାଡି ଧକ୍କାରେ ଗୁରୁତ୍ତର ହୋଇଛନ୍ତି। ସୂଚନା ମୁତାବକ ଗଡ଼ ବୁଢ଼ାପଙ୍କ ନିବାସୀ ଅଧ୍ୟାପକ ଶ୍ରୀ ପାର୍ଥବୀର ନାୟକ ପିତା କୁତାର୍ଥ ନାୟକ କଲେଜ ରୁ ନିଜ ବାଇକ ଯୋଗେ ଫେରିବା ସମୟରେ ଗ୍ରାମର ହାଇସ୍କୁଲ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ପକାଇଥିଲା। ଧକ୍କାରେ ଗୁରୁତ୍ତର ପଡିଥିବା ବେଳେ ପଥଚାରୀ ମାନେ ନିକଟସ୍ଥ ଦମକଳବାହିନୀ ଙ୍କୁ ଖବର ଦେଇଥିଲ। ଘଟଣାସ୍ଥଳରେ ଦମକଳବାହିନୀ ପହଁଚି ଅଧ୍ୟାପକ ଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ନେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


