ପୁରୀ ଏମାର ମଠ ଚଟାଣ ତଳୁ ରୂପା ଇଟା ଠାବ : ବିଶେଷ ସୂତ୍ରରୁ ପ୍ରକାଶ

ଜେ ବି ଏନ, ୧୦/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ପୁରୀ : ପୁରୀ ଏମାର ମଠର ଚଟାଣ ତଳୁ ୪୫ ରୁ ୪୭ ଖଣ୍ଡ ରୁପା ଇଟା ଠାବ ହୋଇଛି ବୋଲି ସୂଚନା ମିଳିଛି ।
ବିଶେଷ ସୂତ୍ରରୁ ଜଣାପଡିଛି ଯେ ଟ୍ରଷ୍ଟକୁ ହସ୍ତାନ୍ତର ପାଇଁ ମଠ ସମ୍ପତ୍ତି ଯାଞ୍ଚ ବେଳେ ଏହି ରୁପା ଇଟା ଠାବ କରାଯାଇଛି । ସୂଚନା ମୁତାବକ ୨୦୧୦ରେ ଏହି ରୁପା ଇଟା ମଠ ମହନ୍ତଙ୍କ ମାର୍ଫତରେ ରଖାଯାଇଥିଲା । କିନ୍ତୁ ହସ୍ତାନ୍ତର ସମୟରେ ମଠର ଚଟାଣ ତଳେ ଲୁଚାଇ ରଖାଯାଇଥିଲା ବୋଲି କୁହାଯାଉଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)


