ଭୁବନେଶ୍ୱର: ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ୍-୨୦୨୩ସ୍ପୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚନିକ ଭୋଟ୍ରେ ଗୃହୀତ କରିଛନ୍ତି । ଆଉ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ରାଜ୍ୟ ସରକାର ଫେରସ୍ତ କରିନେଇଛନ୍ତି । ସେଗୁଡ଼ିକ ହେଉଛି ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ବିଲ୍-୨୦୨୩, ଓଡ଼ିଶା ପଛୁଆବର୍ଗ ଆୟୋଗ(ସଂଶୋଧନ) ବିଲ୍-୨୦୨୩, ଓଡ଼ିଶା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ,ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା(ଓଡ଼ିଶା ସଂଶୋଧନ) ବିଲ୍-୨୦୨୩ ।

April 21, 2026/
No Comments



