ଚୈତ୍ର ମାସ ଶେଷ ମଙ୍ଗଳବାର ଥିବା ରୁ ମା ତାରିଣୀଙ୍କର ବିଶେଷ ପୂଜା
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାତାରିଣୀଙ୍କ ମନ୍ଦିର ରେ ଆଜି ଚୈତ୍ର ମାସ ର ଶେଷ ମଙ୍ଗଳବାର ଥିବା ରୁ ବହୁ ଆଡମ୍ବରରେ ପୂଜା ଅନୁଷ୍ଠିତ ହେଉଛି ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ମଧ୍ୟାହ୍ନ ବେଳେ ପଣା ଭୋଗ ଲାଗି କରା ହବା ସହ ସନ୍ଧ୍ୟା ବେଳେ ଆଳତି ରାତ୍ରରେ ପହଡ଼ ପଡ଼ିବ ଢେଙ୍କାନାଳ ବସୀ ଉପସ୍ଥିତି ରେ ଏହି ଚୈତ୍ର ମାସ ର ଶେଷ ମଙ୍ଗଳ ବାର ନୀତି ସମ୍ପନ୍ନ କରାଯାଇଥିଲା




