ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍ର ରାଷ୍ଟ୍ରଦୂତ

ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି। @SSEPD2 ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ @CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ରାଷ୍ଟ୍ରଦୂତଙ୍କୁ ସ୍ବାଗତ କରିଥିଲେ।
ଡାକୋଟା ବିମାନ ଦେଖି ଭାବ ବିହ୍ବଳ ହୋଇ ଶ୍ରୀମତୀ କ୍ରିଷ୍ଣାମୂର୍ତ୍ତି କହିଥିଲେ ଏହି ବିମାନ ପ୍ରତ୍ୟେକ ଇଣ୍ଡୋନେସିଆ ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ସହ ଭାବଗତ ସମ୍ପର୍କ ରହିଛି ବୋଲି ସେ କହିଥିଲେ। ଡାକୋଟା ବିମାନ ଉପରେ @IPR_Odisha ପକ୍ଷରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

