



(ବରିଷ୍ଟ ସାମ୍ବାଦିକ ସୁଶୀଲ କୁମାର ମହାନ୍ତି ଙ୍କ ବିୟୋଗରେ ଶୋକ ର ଛାୟା )
ଜଗତସିଂହପୁର
ତା =4/6/23
ଦୀର୍ଘ :ଚାରି ଦଶନ୍ଧିର ଖବରକାଗଜ ବିତରକ | ଏରସମା ଅଞ୍ଚଳର ଲୋକପ୍ରିୟ ସାମ୍ବାଦିକ | ସୁଶିଲ କୁମାର ମହାନ୍ତି ଙ୍କର 68 ବର୍ଷ ବୟସ ରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।ସୁଶୀଲ ମହାନ୍ତିଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ |ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଶାରଦା ପ୍ରସନ୍ନ ଜେନା | ବିଜେଡ଼ି ବ୍ଲକ ସଭାପତି ପୀତବାସ ଗଛାୟତ | ବାଲିକୁଦା ଏରସମା ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥି ରାଉତ | ଏରସମା ସରପଞ୍ଚ ସାଚ୍ଚିଦାନନ୍ଦ ଦାସ | ଏରସମା ସମିତି ସଭ୍ୟା ଦେବଯାନୀ ସେଠୀ | ଜାନକାଦେଇପୁର ସରପଞ୍ଚ ଜିତେନ୍ଦ୍ର ବେହେରା | ପଏଦା ସରପଞ୍ଚ ଦିପ୍ତିରାଣୀ ପ୍ରଧାନଙ୍କ ସମେତ ଜଗତସିଂହପୁର ଜ଼ିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ
ସ୍ବର୍ଗତ ମହାନ୍ତିଙ୍କ ବାସଭବନ ରେ ପହଂଚି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |ଶୋକାକୁଳ ପରିବେଶ ମଧ୍ୟ୍ୟ ରେ ସ୍ବର୍ଗତ ମହାନ୍ତି ଙ୍କ ମର ଶରୀର କୁ ଏକ ଶୋଭାଯାତ୍ରା ରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଗ୍ରାମ ସଂସ୍ୱାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

:




