ବରଗଡ – ବରଗଡ ଜିଲ୍ଲାପାଳ ଙ୍କୁ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ତଥା FCI, OSWC, CWC ରେ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିବା ଦଶହଜ଼ାର ରୁ ଅଧିକ ଶ୍ରମିକ ନିଜ ହକ ଗୁହାରୀ, ପ୍ରିଇଭେଟ ଗୋଡାଉନ ରେ ଏଫସିଆଇ ଚାଉଳ ରଖା ନ ଯାଉ, ସେଣ୍ଟ୍ରାଲ govt. ଓ ଷ୍ଟେଟ govt. ଗୋଦାନ କୁ running କରାଯାଉ,ଆଗ ପ୍ରତେକ ଷ୍ଟେଟ govt. ଗୋଦାନ ରେ ମିଲର ର ଭାଗ କରି ଦିଆଯାଉଥିଲା ତା ସହିତ ସମସ୍ତ ଙ୍କୁ ସମାନ କାର୍ଯ୍ୟ ମିଳୁଥିଲା, ଏବେ କିନ୍ତୁ L1, L2, L3, L4, L5, କରି ଦିଆଯାଉଥିବା ବେଳେ ଆମକୁ ବହୁତ ଅସୁବିଧା ର ଶମ୍ଭୁଖୀନ ହେବାକୁ ପଡୁଛି, ସମସ୍ତ ଗୋଦାମ ରେ କାର୍ଯ୍ୟ ଅଳ୍ପ ହେବାରୁ ପରିବାର ପୋଷଣ ରେ କଷ୍ଟ ହେଲାଣି l ଏପରିକି ଆମ ଅଭିଯୋଗ ନିଶ୍ଚିତ ରୂପେ ଜିଲ୍ଲାପାଳ ଶୁଣିବେ ଓ କାର୍ଯ୍ୟକାରୀ କରିବେ ବୋଲି ଆମ ଆଶା l ଯଦି ଆଗକୁ ଆମ ଦାବୀ କାର୍ଯ୍ୟକାରୀ ନ ହୁଏ ତେବେ ଆମ ପରିବାର ସହ ରାଜରାସ୍ତା କୁ ଉଲ୍ଲlଇ ମୁଁ ବୋଲି କହନ୍ତି l ତେବେ ଦେଖାଯାଉ ଜିଲ୍ଲପାଳ ଏହି ଦାବିପତ୍ର ଦେଇଥିବା ଦାବୀ କୁ କେବେ କାର୍ଯ୍ୟକାରୀ କରୁଛନ୍ତି! ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

April 19, 2026/
No Comments



