ବଦଳିଲା ବାତ୍ୟାର ଗତିପଥ
ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା ‘ଦାନା’, ଏହି ବାତ୍ୟା ଉତ୍ତର ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା ରହିଛି, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କୂଳ ଛୁଇଁପାରେ, ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ଛୁଇଁପାରେ ବାତ୍ୟା, ଭୀଷଣ ବାତ୍ୟା ରୂପ ନେଇ କୂଳ ଛୁଇଁପାରେ ଦାନା, ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି l



