( ଓଡିଶା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ର ଶପଥ ଗ୍ରହଣ ଉଛବ ଅନୁଷ୍ଠିତ )
ଜଗତସିଂହପୁର ତା=4/10/24ଜଗତସିଂହପୁର ଜ଼ିଲ୍ଲା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ କଲ୍ୟାଣ ମଣ୍ଡପ ଠାରେ ଶପଥ ଗ୍ରହଣ ଉଛବ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ ଜ଼ିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଅମରେନ୍ଦ୍ର ପଣ୍ଡା |ଡି ଆଇ ଭି DSP ସତ୍ୟବ୍ରତ ଦାଶ | ଆର ଆଇ ଉମାକାନ୍ତ ବେହେରା | ସମ୍ବିତ କୁମାର ସାମଲ | ଦୀପକ କୁମାର ପରିଡା | ବାନାମ୍ବର ଦାସ ପ୍ରମୁଖ ଯୋଗଦେଇ ଓଡିଶା ପୋଲିସ ଜଗତସିଂହପୁର ଜ଼ିଲ୍ଲା ହାବିଲଦାର, କନେଷ୍ଟେବଳ ଓ ଡ୍ରାଇଭର ଶାଖା ସଂଘ ର ସଭାପତି ରଶ୍ମି ରଞ୍ଜନ ଆଚାର୍ଯ୍ୟ | ଉପ ସଭାପତି ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ |ସମ୍ପାଦକ ପ୍ରେମାନଦ ବାରିକ | ସହ ସମ୍ପାଦକ ମାନସ କୁମାର ବେହେରା |ସରୋଜ କୁମାର ବେହେରା |ସଭ୍ୟ ଆନନ୍ଦ ନାୟକ |ରିତା ସ୍ୱାଇଁ, ଦୀପକ କୁମାର ଧୀରି, ଭାରତ କୁମାର ବେହେରା, ବିଶ୍ୱଜିତ ରାଉତ, ହରିଶ ଚନ୍ଦ୍ର ସିଂ ପ୍ରମୁଖ ଙ୍କୁ ଜ଼ିଲ୍ଲା ଉପ ଆରକ୍ଷୀ ଅଧକ୍ଷକ ଶପଥ ପାଠ କରାଇଥିଲେ ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



