ବଡ଼ବିଲ ଥାନା ଅନ୍ତର୍ଗତ ରେ ହୁତୁହୁତୁ ହୋଇ ଜଳିଗଲା ଛିଡ଼ା ହୋଇଥିବା କାର୍।ହୁତୁହୁତୁ ହୋଇ ଜଳିଗଲା ଛିଡାହେଇଥିବା କାର lକେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ମହାନ୍ତବସ୍ତି ତଳ ସାହିରେ ଆଜି ଏକ ଛିଡା ହେଇଥିବା ଗାଡିରେ ହଟାତ ନିଆଁ ଲାଗି ଗାଡିଟି ହୁତୁହୁତୁ ହୋଇ ଜଳିଯାଇଥିବା ବେଳେ ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଏବଂ ବଡ଼ବିଲ ବଡ଼ବିଲ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ କିନ୍ତୁ ସେତେବେଳକୁ ଗାଡିଟି ସଂପୂର୍ଣ ଜଳିଯାଇଥିବା ଜଣାପଡିଛି lତେବେ ଗାଡିରେ ନିଆଁ କିପରି ଲାଗିଲା ତାହାର କାରଣ ଅଷ୍ପଷ୍ଟ ରହିଥିବା ବେଳେ ସଟ୍ ସର୍କିଟ ଅବା ଅନ୍ୟ କୌଣସି ତ୍ରୁଟି ଯେlଗୁ ଗାଡିରେ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


