
ବିଦ୍ୟା ବିକାଶ ସମିତି ତରଫରୁ 22 ତମ ରାଜ୍ୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଖାନନଗର ସ୍ଥିତ ପଡିଆରେ ଅନୁଷ୍ଠିତ ହୋଇଯାଇଛି, ବିଦ୍ୟା ବିକାଶ ସମିତିରେ 120 ରୂ ଉର୍ଦ୍ଧ ସ୍କୁଲ ଅନୁବନ୍ଧିତ ଅଛନ୍ତି, ରାଜ୍ୟ ସ୍ତରୀୟ କ୍ରୀଡା ଦ୍ୱାରା ପିଲାଙ୍କ ମନରେ କ୍ରୀଡାମନୋଭାବ ଆଣିବାକୁ ଚେଷ୍ଟା କରିଥାଏ, ବିଭିନ୍ନ ପ୍ରକାର ଦୌଡ, ଶଟ ଫୁଟ, ଲଙ୍ଗ ଜମ୍ପ ତଥା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହୋଇଥାଏ,ଏହି ପ୍ରତିଯୋଗିତା ରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାଳକ ବାଳିକା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ,ଏଥିରେ ଡକ୍ଟର ରମେଶ ଚନ୍ଦ୍ର ଦାସ ସଭାପତି,ଜଗନାଥ ବସ୍ତିଆ ସମ୍ପାଦକ ବିଦ୍ୟା ବିକାଶ ସମିତି, ଇଞ୍ଜିନିୟର ଶରତ କୁମାର ମହାଳିକ, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ତଥା ସମସ୍ତ ଭାଗ ନେଇଥିବା ବିଦ୍ୟାଳୟର ଗୁରୁଜୀ, ଗୁରୁମା, ଶିକ୍ଷକ, ଶିକ୍ଷୟତ୍ରୀ ତଥା ସମିତିର ସଦସ୍ୟ ମାନେ ଖେଳକୁ ପରିଚାଳନା କରିଥିଲେ,

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

