ଓଡ଼ିଶାରେ ଆରମ୍ଭ ହେଲା ପିନକୋର୍ଡ କାର୍ଟ ତଥା ଅନ ଲାଇନ ସପିଙ୍ଗ
କଟକ ସ୍ଥାନୀୟ ଜଗତପୁର ସ୍ଥିତ ଅଣ୍ଡେଇସାହିରେ ପିନକୋଡ କାର୍ଟ ନାମକ ଅନ ଲାଇନ ଜିନିଷ ଦେବା ସଂସ୍ଥା ଆରମ୍ବ ହୋଇଯାଇଛି l ଡିଜିଟାଲ ଯୁଗରେ ଏହି ସଂସ୍ଥା ଭଲ ବ୍ୟବସାୟ କରିବ ବୋଲି ଆଶାରଖିଛନ୍ତି ବୋଲି କହିଛନ୍ତି ଏହି ସଂସ୍ଥାର ପ୍ରୋପାଇଟର ଅମର କୁମାର ମହାରଣା, ଏହି ସଂସ୍ଥା ପ୍ରଥମ ଥର ପାଇଁ ଗ୍ରାହକଙ୍କୁ ନୂତନ ଧରଣର କୌଶଳ ଅବଲମ୍ବନ କରିଛି ଯାହା ଜିନିଷ ଗ୍ରାହକ ମଗାଇଥାନ୍ତି ତାହାକୁ ପିନ କୋଡ ଯେତେବେଳେ ଗ୍ରାହକଙ୍କୁ ଦେବେ ତାହା ସମ୍ପୂର୍ଣ ଭାବରେ ତାହାକୁ ଖୋଲି ଦେକହିକି ନେଇପାରିବେ ଗ୍ରାହକ l ଏହି ନୀତି ଅବଲମ୍ବନ ଦ୍ୱାରା ଗ୍ରାହକଙ୍କୁ ବିଶ୍ୱାସ ସୃଷ୍ଟି କରିବ l ଏହି ସଂସ୍ଥା ଦ୍ୱାରା ଗ୍ରାହକ ଇଲେକ୍ଟ୍ରି ଉପକରଣ, ପିଲାଙ୍କ ଫେସନ ଓ ଅନ୍ୟାନ୍ୟ ସାମଗ୍ରୀ
ଆସନ୍ତା 17 ତାରିଖରୁ ଏହାର ଆପ ମାଧ୍ୟମରେ ଗ୍ରlହକ ନିଜର ଉପକରଣ ମଗାଇ ପାରିବେ l ଏହି କାର୍ଯ୍ୟକ୍ରମରେ ପିନକୋଡ଼ କlର୍ଟ ତଥା ପିନକୋଡ଼ ଡାକର ଓଡିଶାର ଏରିଆ ମ୍ୟାନେଜର ବିକ୍ରମ ଖୁଣ୍ଟିଆ,ତଥା ଶ୍ରୀକାନ୍ତ ମହାନ୍ତି ତଥା ସଂସ୍ଥାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

