ମୋ କଟକ ମୋ ଚିନ୍ତା
ଆଜି ସ୍ଥାନୀୟ ନିଜ ବlସଭାବନରେ ନିଜର ଆଭିମୁଖ୍ୟ ମୋ କଟକ ମୋ ଚିନ୍ତା ବିଷୟରେ ଏକ ସାମ୍ବାଦିକ ସମିଲିଣି କରି
ପୁଣି ଥରେ ନିଜର ପତିକ୍ରିୟା ରଖିଥିଲେ ଯୁବ ନେତା ବିଶ୍ୱଜିତ ମହାନ୍ତି, କଟକର ସାମୁହିକ ଓ ସାମାଜିକ ବିକାଶ ପାଇଁ ସର୍ବୋପରି, ପ୍ରତିଟି କଟକିଆ ଶ୍ରଦ୍ଧା ଓ ସଂମାନ ମତେ କାମ କରିବା ପାଇଁ ଯୋଗାଇଛି ଶକ୍ତି, ମୋର ସ୍ୱାଭିମାନ ନୈତିକତା ସାଲିସ ବିହୀନ, ମୋର ସଂଗ୍ରାମ ମାଟିର ସମୃଦ୍ଧି ପାଇଁ ଓଡ଼ିଆ ଜାତି ପାଇଁ ଜାରି ରହିବ, ବାରିଷ୍ଟର ରଂଜିତ ମହାନ୍ତିଙ୍କ ସୁଯୋଗ୍ୟ ସନ୍ତାନ ସମାଜ ସେବି, ଶିକ୍ଷାବିତ ତଥା ନିସ୍ଵାର୍ଥ ପର ରାଜନୈତିକ ବ୍ୟକ୍ତିତୁ ହିସାବରେ ସାରା ରାଜ୍ୟରେ ଚର୍ଚିତ
ନିଜର ନୈତିକ ଲଢେ଼ଇ ଜାରି ରଖିବେ, କଟକର ସାର୍ବଜନୀନ ବିକାଶ ପାଇଁ ତଥା କଟିକିଆ ଙ୍କ ଅସୁବିଧା ର ସମାଧାନ ପାଇଁ ନିଜକୁ ବ୍ୟସ୍ତ ରଖିବେ ବୋଲି ସୂଚନା ପ୍ରଦାନ କରିଛନ୍ତି,



