
ସମ୍ବଲପୁର ଜିଲ୍ଲା ,ଜମନକିରା ବ୍ଲକ,କେନାଢ଼ିପା ପଞ୍ଚାୟତ ,କେନାଢ଼ିପା ଗ୍ରାମର ପ୍ରିଏସ ପଟେଲ ଙ୍କ ଜନ୍ମ ବାର୍ଷିକ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। କେନାଢ଼ିପା ବଜରଙ୍ଗବଳି ମନ୍ଦିରରେ କର୍ତ୍ତା ଭାବରେ ଅଜିତ ପଟେଲ ତାଙ୍କର ଧର୍ମ ପତ୍ନୀ ନିତାନ ପଟେଲ କର୍ତ୍ତା ଭାବରେ ବସିଥିଲେ,ପୂର୍ଣ୍ଣଚନ୍ଦ୍ର ମରେଇ ପୂଜାର୍ଚ୍ଚନା କରିଥିଲେ । ସୁବ୍ରତ,ଆକାଶ,ଆଶିଷ,ସ୍ବରାଜ,ସୁଶିଲ,କେଶବ,ରଜତ,ଅଜିତ,ଜଗଦୀଶ ଇତ୍ୟାଦି ସହଯୋଗ କରିଥିଲେ ଓ ବହୁତ୍ ଲୋକ ଉପସ୍ଥିତ ଥିଲେ ଓ ଶେଷରେ ପ୍ରସାଦ ସେବନ କରିଥିଲେ। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ



