ବେଳପଡ଼ା ଗ୍ରାମଠାରେ ତିନି ଦିନ ଧରି ଚାଲିଥିବା ନବ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ସଂପୂର୍ଣ୍ଣ

ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ବୋରଭଟା ଗ୍ରାମପଞ୍ଚାୟତର ବେଲପଡ଼ାଗ୍ରାମ ଠାରେ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ତିନିଦିନ ପାଳିତ ହେଉଛି । ଶନିବାର ଦିନ ସଂଧ୍ୟା ୪ ଘେଣ୍ଟା ସମୟରେ ଗ୍ରାମ ତଥା ଆଖପାଖ ଗ୍ରାମର ମା ମାଉସୀ ଏକତ୍ରିତ ହୋଇ ଗ୍ରାମ ଉପକଣ୍ଠରେ ଥିବା ସାଗର ଗଙ୍ଗା ତ୍ରିଶୁଲ ପୋଖରୀ ରେ ପହଞ୍ଚି ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା କରି କଳସ ରେ ଜଲପୂର୍ଣ୍ଣ କରି ବିରାଟ ସୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥାନରେ ପହଞ୍ଚି କଳସ ସ୍ଥାପନ କରାଯାଇ ରବିବାର ସକାଲ ୮ଘଣ୍ଟା ସମୟରୁ ଏହି ମହାଯଜ୍ଞ ଆରମ୍ଭ ହୋଇଥିଲା ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ପୀଠର ନିର୍ଦେଶକ୍ରମେ ପ୍ରତିବର୍ଷ ଯଜ୍ଞ ଅନୁଷ୍ଠିତ ହୋଇଥାଏ, ଚଳିତ କାର୍ଯ୍ୟକ୍ରମରେ ମିନିକେତନ ପାତ୍ରଙ୍କୁଟୋଲି ରୂପରେ ବରଣ କରି ମୁଖ୍ୟ ଭୂମିକାର ନିର୍ବାହ ଗ୍ରହଣ କରାଯାଇ ଯଥାରିତୀରେ ପୂଜାର୍ଚ୍ଚନା କରିବା ଦାଇତ୍ୱ ଅର୍ପଣ କରାଯାଇଥିଲା । ଏହିଯଜ୍ଞ ଶାଲାରେ ଅଞ୍ଚଳର ହଜାର ହଜାର ଭକ୍ତ ଯୋଗ ଦେଇ ମୁଣ୍ଡନ ସସ୍କାର ୧୫ଟି କୁଣ୍ଡା ବରୁ.୭ଟି ବିବାହ.୧ଟି ପୁସଂବନସ ସ୍କାର ୧୨ଟି ହୋଇଥିଲା ସଂଧ୍ୟାରେ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ।ଗ୍ରାମର ବାବୁଲି ବାଗ,କୁମୁଦ ବାଗ,କାର୍ତ୍ତୀକ ଗହିର,ଜୟରାମ ଗହିର ବିରଞ୍ଚ ନାରାୟଣ ବାଗ,ପକ୍ଷ ବାଗ,ସୋରଜ ବାଗ,ଙ୍କ ସମତେ ଗ୍ରାମବାସି ଏକତ୍ରିତ ହେଇ ନବ କୁଣ୍ଡିୟ ଗାୟତ୍ରୀମହା ଯଜ୍ଞକୁ ସୋମବାର ଦିନ ପୂର୍ଣ୍ଣହୃତି ଦେବାସହ ଯଜ୍ଞ ସଂପୂର୍ଣ୍ଣ କରିଥିଲେ,
ଧର୍ମଗଡ଼ ରୁ ଧବଳେଶ୍ଵର ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
