ସାନ ଚେ ରଗାଁ ଛକ ଠାରେ ବିଦ୍ୟୁତ ଦୁର୍ଘଟଣା ରେ ବାଳକର ମୃତ୍ୟୁ
ଭଗବାନ ଙ୍କ ନାମ କୀର୍ତନ କରି ନିର୍ବାଣ ପ୍ରାପ୍ତି ପାଇବା ଜୀବନକୁ ସୁଖ ଶାନ୍ତିରେ ରହିବା ପାଇଁ ନାମ କୀର୍ତନ କରିଥାନ୍ତି. ଦୁର୍ଭାଗ୍ୟ ବିଷୟ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସାନ ଚେରଗାଁ ମୁଖ୍ୟ ରାସ୍ତା ନିକଟରେ ପହର ନାମ ସଂକୀର୍ତ୍ତନ ନାମ ଭଜନ ଶେଷ ହୋଇ ଫକୁ ଖେଳୁ ଥିଲେ ଉକ୍ତ ପହର ରେ ବରାମୁଣ୍ଡ ଗ୍ରାମର ଭବ ପ୍ରଧାନ ଙ୍କ ଟେଣ୍ଡ ସା ମାନ ସାନ ଚେର ଗାଁ ପହର ମଣ୍ଡପରେ ଲାଗିଥିଲା ସେହି ଗ୍ରାମର କମ ବୟସର ଯୁଗେଶ୍ୱର ମାଝୀ. ପି. ଜଗମାଝି ବୟସ ପ୍ରାୟ ଶହୁଲ ସତର ବୟସ ପୁଅ ଙ୍କୁ ଷ୍ଟାଣ୍ଡ କାମ କଇବାରେ ନିୟୋଜିତ କରି ଥିଲେ ଷ୍ଟାଣ୍ଡ ମାଲିକ ଭବ. ଶିଶୁ ଶ୍ରମିକ ଙ୍କୁ ନିୟୋଜିତ କରିବା ଉଚିତ ନୁହେଁ
ସାନ ଚେରଗା ମୁଖ୍ୟ ରାସ୍ତା ସ୍କୁଲ ପାଖାପାଖି ତିନି ଛକ ନିକଟ ଇଲେକ୍ଟ୍ରି ଲାଇନ ଖମ୍ବରେ ସାଉଣ୍ଡ ସେଟ ପଙ୍ଗା ବନ୍ଧା ହୋଇଥିଲା ଉକ୍ତ ପଙ୍ଗା ଖୋଲିବାକୁ ଷ୍ଟାଣ୍ଡ ମାଲିକ କହିବାରୁ ଇଲେକ୍ଟ୍ରି ଲାଇନ ଖମ୍ବା ଚଢି ଜୁ ଗେଶ୍ୱର ଦୁଇଟି ଖୋଲି ତଳକୁ ଓଲ୍ହାଇ ଆଉ ଲୁହା ତିଆରି ଶିଢ଼ି ଉପର ଚଢି ତୃତୀୟ ପଙ୍ଗା ଖୋଲୁଥିବା ବେଳେ ହେବି କରେଣ୍ଟ ଲାଇଟ ଆସିବା ଯୋଗୁଁ ଯୁଗେଶ୍ୱର ସଂସ୍ପରରେ ଆକ୍ରାନ୍ତ ହୋଇ ଖମ୍ବା ତଳେ ପଡ଼ିବାର ଦେଖିବା ସାଙ୍ଗେ ସାଙ୍ଗେ ଚପରିଆ ମେଡିକାଲ ନେଇ ଥଲେ ଉକ୍ତ ଟାଇଟ ଖମ୍ବ ନିକଟରେ😁 ମୃତକଙ୍କ ଚପଲ ପଡିଥିବାର ଦେଖିବା ରମିଳୁଥିଲା ତାଙ୍କୁ ଚପରିଆ ଡାକ୍ତର ଖାନାକୁ ନିଆଯାଇ ଥିଲା ତାହା ପରୀକ୍ଷା କରି ଡାକ୍ତର ମହାଶୟ ମୃତ ଘୋଷଣା କରିଥିଲେ. ସାଙ୍ଗେ ସାଙ୍ଗେ କେଗାଁ ପୋଲିସ କୁଜଣାଇ ଥିଲେ ଫଳରେ ପୋଲିସ ତାଙ୍କ ଟିମ ସହ ଶବ ନିକଟକୁ ଆସି ତାର ପଚାର ଉଚରା କରି ତାର ତଦନ୍ତ ଜଜାରୀ ରଖିଛି ପୋଲିସ. କାଲି ଦିନ ଦୁଇଟା ବେଳର କଥା ରାତିସାରା ଚପରିଆ ମେଡ଼ିକାଲରେ ଥିଲା କିନ୍ତୁ ସାଇନ୍ତି ଫିକ ଟିମ ଆସୀନଥିଲେ
ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନକୁ ନିଆଯାଇଛି କୁ ପୋଲିସ ତାର ତଦନ୍ତ ଜାରି ରଖି ଛନ୍ତି. ତା ରକିପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକିରହିଲା
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



