ନାଲକୋ ତରଫରୁ ବରିଷ୍ଟ ନାଗରିକଙ୍କ ନିମନ୍ତେ କକ୍ଷ ଏବଂ ପୁସ୍ତକାଗାର ଲୋକାର୍ପିତ

ଅନୁଗୋଳ – ଗତ ପାଞ୍ଚ ତାରିଖ ତଥା ମଙ୍ଗଳ ବାର ଦିନ ବଳରାମପ୍ରସାଦ ଗ୍ରାମପଞ୍ଚାୟତ ରେ ନବୀକରଣ ହୋଇଥିବା ବରିଷ୍ଠ ନାଗରିକ କକ୍ଷ ଯୁକ୍ତ ବୈଠକ ଘର ଏବଂ ଲାଇବ୍ରେରୀ ରୁମର ଶୁଭ ଉଦଘାଟନ ହୋଇଯାଇଅଛି। ଏହି ଉଦଘାଟନ ଉତ୍ସବରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଙ୍କ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ମାନବ ସମ୍ବଳ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଶ୍ରୀ ଆଶୁତୋଷ ରଥ,ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ,ମହା ପ୍ରବନ୍ଧକ ଶ୍ରୀ ରାଜାରାମ ମିଶ୍ର, ଉପସ୍ଥିତ ରହି ଏହାର ଲୋକାର୍ପିତ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତର ସରପଞ୍ଚ, ବରିଷ୍ଠ ନାଗରିକ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।ଏହ ଦ୍ବାରା ପଞ୍ଚାୟତର ବରିଷ୍ଠ ନାଗରିକ ମାନେ ଏକ ଶାନ୍ତି ପୁର୍ଣ୍ଣ ବାତାବରଣ ପାଇବା ସହିତ ଏକତ୍ରି କରଣ ମାଧ୍ୟମରେ ସାମାଜିକ ସଂସ୍କାର ଏବଂ ସଂପର୍କ ବୃଦ୍ଧି ପାଇବାରେ ଏହା ସହାୟକ ହେବ ବୋଲି ଅତିଥି ମାନେ କହିବା ସହ ଖୁବ ଖୁସି ପ୍ରକଟ କରିଥିଲେ ।

NALCO has reaffirmed its commitment to rural development by inaugurating the renovated and extended Baristha Nagarika Mancha in Balaramprasad G.P. on 5th May 2026. The facility, which was in a dilapidated state, now it has been transformed into a modern community space and library through NALCO’s CSR initiative. The project was inaugurated by Shri Sachidananda Jena, ED(S&P) and Shri Asutosh Rath, ED (HR) in the presence of Shri Himanshu Sekhar Pradhan, CGM (HR)-S&P, Shri Rajaram Mishra, GM (Systems)- HOD, CSR, along with CSR Team and Village Sarpanch. Through this CSR initiative, NALCO has transformed the facility into a safe, modern and comfortable space & the renovated library will now provide a peaceful environment for reading and social engagement for the senior members of the village community. The community expressed their deep gratitude to NALCO, highlighting NALCO’s ongoing dedication to improving infrastructure and supporting the well-being of senior citizens in its peripheral areas.



