ଫିଟନେସ ୱାର୍ଲଡ ଓଡିଶା ଉଦଘାଟିତ
ବଅଁରପାଳ = ବ ଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବିଜୟନଗର ଛକ ଠାରେ ଆଜି ଫିଟନେସ ୱାର୍ଲଡ ଓଡିଶା ଉଦଘାଟନ ହୋଇ ଯାଇଛି l ଏଠାରେ ଅତ୍ୟାଧୁନିକ ଫିଟନେସ ସରଞ୍ଜାମ ସହିତ ଉତ୍ତମ ପରିବେଶ ଉପଲବ୍ଧ ସହିତ ଜିମ, କରାଟେ, ଯୋଗ ଓ ନିଉଟ୍ରିସନ ଯୋଗାଇଦିଆଯିବ ବୋଲି ପ୍ରୋପାଇଟର ପ୍ରଜ୍ଞl ଦର୍ଶନ ଆମନ୍ତ ପ୍ରକାଶ କରିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ଓ ସେନସେଇ ବିଜନ ଦଳବେହେରା(ପଞ୍ଚମ ବ୍ଲାକ ବେଲ୍ଟ )ସମ୍ନାନୀୟ ଅତିଥି ସ୍ଥାନୀୟ ସରପଞ୍ଚ ଟଙ୍କଧର ବେହେରା, ବରିଷ୍ଠ ବି ଜେ ପି ନେତା ସରୋଜ ସାହୁ, ସୁନୀଲ ମାଝୀ, ଗଡ଼ସନ୍ତ୍ରୀ ଗ୍ରାମ ସଭାପତି ଦାଶରଥି ପାଇକ, ବ ଅଁ ରପାଳ ବ୍ଲକ କଂଗ୍ରେସ ସଭାପତି ବିନୟ ମାଝୀ ସମେତ ସମସ୍ତ ଟ୍ରେନର ପିଲାମାନେ ଯୋଗଦେଇଥିଲେ l

June 4, 2026/
No Comments


