ତାଳଚେର ମେଡ଼ିକାଲ କଲେଜର ପ୍ରସଙ୍ଗ ତଦନ୍ତ ହେବ କି ବାଟବଣା ଠିକା କମ୍ପାନୀର କାଗଜପତ୍ର କାହିଁକି ହେଉନି ଜବତସିବିଆଇ ତଦନ୍ତ ହେବାକୁ ଦାବି

ତାଳଚେର ମେଡ଼ିକାଲ କଲେଜର ପ୍ରସଙ୍ଗ ତଦନ୍ତ ହେବ କି ବାଟବଣା
ଠିକା କମ୍ପାନୀର କାଗଜପତ୍ର କାହିଁକି ହେଉନି ଜବତ
ସିବିଆଇ ତଦନ୍ତ ହେବାକୁ ଦାବି


ତାଳଚେର, ୦୭/୦୬ ତାଳଚେର ମେଡ଼ିକାଲ କଲେଜ ସରକାରୀ ଚିକିତ୍ସାଳୟରେ (ପିଏମପିଜିଏଚ୍‌)ରେ ଷ୍ଟାପନର୍ସ ନିଯୁକ୍ତିର କେଳେଙ୍କାରୀ ଏବେ ବାଟବଣା ହେବାକୁ ଯାଉଛି ଏବଂ ଏହାର ସଂଖ୍ୟା ୨୪ରୁ ୬୦ଜଣ ଜାଲ ପ୍ରମାଣପତ୍ର ଦେଇ ଷ୍ଟାପନର୍ସ ନିଯୁକ୍ତି ପାଇଥିବା କୁହାଯଉଥିବା ବେଳେ କମ୍ପାନୀର କାଗଜପତ୍ରକୁ ଘଟଣା ୩ଦିନ ପୁରି ଯାଇଥିଲେ ମଧ୍ୟ କାହିଁକି ଜବତ କରାଯାଉ ନାହିଁ ଓ ଏହାର ସିବିଆଇ ତଦନ୍ତ କରାଯିବନେଇ ବିଭିନ୍ନ ମହଲରେ ଦାବି ହେଉଛି । ୨୦୨୩ ମସିହାରେ ଏହି ମେଡ଼ିକାଲରେ ଷ୍ଟାଫନର୍ସ ଓ ବିଭିନ୍ନ ପଦପଦବୀ ପାଇଁ ଏକ ଘରୋଇ କମ୍ପାନୀକୁ ଏମସିଏଲ ପକ୍ଷରୁ ଟେଣ୍ଡର ଡ଼କାଯାଇଥିବା ବେଳେ ୨୦୨୫-୨୬ରେ ଆଉ ଏକ ଘରୋଇ ସଂସ୍ଥାକୁ ଏହି ଦାୟୀତ୍ୱ ଦିଆଯାଇଥିଲା । ତେବେ ୨୦୨୩ରେ ସମ୍ପୃକ୍ତ ଠିକାମ୍ପାନୀ ୮୦% ପଦବୀ ପୂରଣ କରିଥିବା ବେଳେ ୨୦୨୫-୨୬ରେ ଅନ୍ୟ ଘରୋଇ କମ୍ପାନୀ ଅବଶିଷ୍ଟ ପଦପଦବୀ ପୂରଣ କରିଥିଲା । ସେହି ସମୟରେ ଏହି ଷ୍ଟାପମାନଙ୍କ ଠାରୁ ଏକାଧିକ ପ୍ରଭାବଶାଳୀ ଓ ବାହୁବଳୀ ବ୍ୟକ୍ତି ଏମାନଙ୍କ ଠାରୁ ୨ରୁ ୩ଲକ୍ଷ ଟଙ୍କା ନେଇ ଅତି ତରିବରିଆଭାବେ ନିଯୁକ୍ତି ପ୍ରଦାନ କରିଥିବା ଘଟଣା ସେହି ସମୟରେ ଆଲୋଚନାର ମୁଖ୍ୟପ୍ରସଙ୍ଗ ହୋଇଥିଲା । ଏହି ନିଯୁକ୍ତିକି ପ୍ରଥମେ ତାଳଚେରର ଶିକ୍ଷିତ ଯୁବକ, ଯୁବତୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଗ୍ରାଧିକାରରେ ସ୍ଥାନୀୟ ଯୁବପିଢ଼ୀଙ୍କୁ ନିଯୁକ୍ତି ଦେବାକୁ ତାଳଚେର ଜନବିକାଶ କଳ୍ୟାଣ ସଂଘ ଆଉଟ ସୋସିଙ୍ଗ ସଂସ୍ଥାକୁ ବିରୋଧ କରିଥିଲେ ଏବଂ ଏହା ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । କିନ୍ତୁ କେଳେଙ୍କାରୀରେ ସ୍ଥାନୀୟ ଦଲାଲଙ୍କ ସମ୍ପୃକ୍ତି ଥିବା ହେତୁ କେହି ମୁହଁ ଖୋଲିନଥିôଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ଅନ୍ୟ ଜିଲ୍ଳାରେ ଗଢ଼ି ଉଠିଥିବା ମେଡ଼ିକାଲ କଲେଜ ଗୁଡ଼ିକରେ ଓଏସ୍‌ଏସ୍ (ସରକାରୀ) ଜରିଆରରେ ନିଯୁକ୍ତି ଦିଆଯାଉଥିବା ପରିବର୍ତେ କିପର ତାଳଚେର ମେଡ଼ିକାଲକଲେଜରେ ଏମସିଏଲ ପକ୍ଷରୁ ଝାଡ଼ଖଣ୍ଡ ସ୍ଥିତ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ ଫୋର୍ସ ନାମକ ଆଉଟ ସୋର୍ସିଙ୍ଗ ଷ୍ଟାପନର୍ସଙ୍କୁ ନିଯୁକ୍ତି କରିଥିଲା । ତେବେ ଏମାନଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ କେଉଁ ଆଧାରରେ ଓ କିପରି କାହା ପ୍ରରୋଚନାରେ ନିଯୁକ୍ତି କରାଗଲା ତାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ବୃଦ୍ଧି ପାଇବା ସହିତ ସ୍ଥାନୀୟ ବେକାର ଶିକ୍ଷିତ ଯୁବକ, ଯୁବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ଅନୁଗୋଳ ଜିଲ୍ଳାପାଳ ଚିଠି ନଂ- ୧୪୬, ତା ୦୬/୦୬/୨୦୨୬ରେ ଏହାର ତଦନ୍ତ ପାଇଁ ଜାଗୃତି ବିହାର ସମ୍ବଲପୁର ଚେଆରମ୍ୟାନ କମ ମ୍ୟାନେଜିଙ୍ଗ ଡ଼ାଇରେକ୍ଟରଙ୍କୁ ଚିଠିମାଧ୍ୟମରେ ଜଣାଇଛନ୍ତି । ତେବେ ବର୍ତମାନ ସୁଦ୍ଧା ଉକ୍ତ କମ୍ପାନୀର ଏହି ଘଟଣାର କାଗଜପତ୍ର ଜବତ କରାଯାଇ ନଥିବା ବେଳେ ଏହା ଅଗାମୀ ଦିନରେ ତଦନ୍ତର ବାଟବଣାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଯୁବକ, ଯୁବତୀ ଓ ଏହି କାରବାରରେ ସମ୍ପୃକ୍ତ ଦଲାଲମାନଙ୍କୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି । ଏହି ଘଟଣାକୁ କେନ୍ଦ୍ର କରି ଏବେ ବିଭିନ୍ନ ରାଜନୈତିକ ଦଳମାନେ ଉଭୟ ଉଭୟଙ୍କ ମଧ୍ୟରେ ଛକାପଞ୍ଜା ଚାଲୁଥିବା ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ଏବେ ବିଭିନ୍ନ ଛକ, ଗୁଲିଖଟି ମାନଙ୍କରେ ଚୋରମଚାଏ ସୋର ବୋଲି ଚର୍ଚ୍ଚା ଯୋରଧରିଛି । ତେଣୁ ଏହାର ସିବିଆଇ ତଦନ୍ତ ହେଲ ସାଧାରଣରେ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech