ଘରେ କେହି ପୁରୁଷ ଲୋକ ନଥିବା ବେଳେ ରୋଷେଇ ଘର ଓ ପାଚେରୀ ଭାଙ୍ଗିଲେ ଟିପ ହରିଜନ ସାହି ର କିଛି ମହିଳା ଓ ପୁରୁଷ
ଏଭଳି ଏକ ଘଟଣା ଘଟିଛି ଅନୁଗୁଳୁ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ର ସମଲ ଅଂଚଳ ରେ, ସୂଚନା ଅନୁଯାଇ ଡାକ୍ତର ନାଏକ ଓ ବୈରାଗୀ ନାଏକ ରହୁଥିବା ଘରେ ଆଜି ସକାଳେ ତାଙ୍କ ଦୁଇ ଭାଇ ଘରେ ନଥିବା ସମୟ ରେ ଟିପ ହରିଜନ ସାହି ର କିଛି ମହିଳା ଓ ପୁରୁଷ ଡାକ୍ତର ନାଏକ ଘର କୁ ଆସି ତାଙ୍କ ଭାଇ ବହୁ ରୋଷଇ କରୁଥିବା ସମୟ ରେ ବନ୍ଧ କାନ୍ଥକୁ ଲାଗିଥିବା ପାଚେରୀ କୁ ଭାଙ୍ଗିବା ସହ ରୋଷଇ ଘର ଆଜବେଷ୍ଟ କୁ ଭାଙ୍ଗି ଦେଲେ, ଏହା ଦେଖି ଭାଇ ବହୁ ପ୍ରତିବାଦ କରି ତାଙ୍କ ପରିବାର ବର୍ଗ କୁ ଜୀବନରୁ ମାରି ନଦୀରେ ପିଙ୍ଗି ଦେବାକୁ ଧମକ ଦେଲେ ଟିପ ସାହି ଲୋକ,ଏଭଳି ଗୁଣ୍ଡା ରାଜ କରି କୋଣସି ଲୋକ ର ଘର ଭାଙ୍ଗିବା କେତେ ଠିକ, ଏହି ଗଣ୍ଡଗଳ କୁ ଦେଖି ଦୁଇ ଭାଇ ଓ ଭାଇ ବହୁ ଯାଇ ସମଲ ଥାନା ର ଦ୍ୱାରସ୍ତ ହୋଇଛନ୍ତି, ବାକି ରହିଲା ଏହାକୁ ଆଖିଆଗରେ ରଖି ସମଲ ଥାନା ଅଧିକାରୀ କଣ ନ୍ୟାୟ ଦେଉଛନ୍ତି,



