::ଚୋର ଚୁରାଉଛେ ପୋଲିସ ଧରୁଛେ,ପୋଲିସ ହାତରେ ଚୋରୀ ଧାନ ବୋଝେଇ ଟ୍ରକ ଚୋର ଫେରାର :: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି କୁମେଲସିଂହାରେ ପୋଲିସ ଧରିଲା ଚୋରି ଧାନ ବୋଝେଇ ଟ୍ରକ l ସୂଚନାକ୍ରମେ ସମ୍ବଲପୁର ଜିଲ୍ଲା ଗମ୍ଭାରୀକଣ୍ଟା ଗ୍ରାମର ଶୁଭମ ସାହୁ ନାମକ ଜଣେ ଚାଷୀ ତାଙ୍କର ଧାନ ୫୬୦ ପାକେଟ ସମ୍ବଲପୁର କୁଲିତା ନୂଆପାଲି ମାର୍କେଟରୁ ଜଗଦମ୍ବା ରାଇସ ମିଲକୁ ଆଣୁଥିବା ବେଳେ ଟ୍ରକ ସହ ଚୋରି ହୋଇଥିଲା ଧାନ, ଯାହା ଖବର ପାଇ ଗୋଡ଼ଭଗା ପୋଲିସ କୁମେଲସିଂହା ଗ୍ରାମରୁ ଉଦ୍ଧାର କରିଥିବା ବେଳେ ଚୋର ଫେରାର ଥିବାର ଜଣା ପଡ଼ିଛି l ଚୋରକୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବା ଜଣା ପଡିଛି,



