“ଯୁବକବି ଦୁର୍ଲ୍ଲଭ ଗଡତିଆ ପାଇଲେ “ରୋହିତ ନାଏକ୍ ସୁରୁତା ସମ୍ମାନ୍”

“ଯୁବକବି ଦୁର୍ଲ୍ଲଭ ଗଡତିଆ ପାଇଲେ “ରୋହିତ ନାଏକ୍ ସୁରୁତା ସମ୍ମାନ୍”
ବରଗଡ:୨୨/୬(ପବିତ୍ର ମେହେର) ଗତକାଲି ରବିବାର ଦିନ ସମ୍ବଲପୁରୀ ସାହିତ୍ୟ ପରିଷଦ୍ ବରଗଡ଼ ତରଫରୁ “ଫି ମାସେଁ ଗୁଟେ ଦିନ୍ ସାହିତ୍ୟ ଭିତରେଁ ହେମା ଲିନ୍ ” କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲା ପଦ୍ମପୁର ମହୁଲପାଲି ସ୍ଥିତ ‘ଲୁ ନାଟକ’ ଆଶ୍ରମରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସକାଳ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋଚିତ୍ରରେ ଧୁପ ଦୀପ ପ୍ରଜ୍ବଳନ କରିବା ପରେ ଆରମ୍ଭ କରାଯାଇଥିଲା । ଏଥିରେ ସଭାପତି ଭାବେ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ଅଶୋକ ପୂଜାରୀ, ଶ୍ରୀଧର ସାହିତ୍ୟ ସଂସଦ ର ମୁଖ୍ୟ କବି ଗୈ।ର ଚରଣ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ କବି ଦାଉଦ କୁଅଁର। ଅତିଥି ପରିଚୟ ରଖିଥିଲେ ଭାଷା ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ନାଟ୍ୟକାର ତଥା ଔପନ୍ୟାସିକ ତେଜରୁ ବାରିକ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ କବି ତଥା ସମାଜସେବୀ ଉମେଶ୍ ପ୍ରଧାନ,କବି କୁମୁଦ ବାରିକ, କବି ଗଣେଶ ପଧାନ, କବି ଲଲିତ ସାହୁ। ଏହି ମାସ ଜନ୍ମଗ୍ରହଣ କରିଥିବା କବି/କବୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ଜନ୍ମ ଦିନ ପାଲନ କରାଯାଇଥିଲା ‌। ସେମାନେ ହେଲେ ନାଟ୍ୟକାର କେସରଞ୍ଜନ ପ୍ରଧାନ,ହରିଲାଲ ସାହୁ, ଲଲିତ ବାରିକ,ମୁନିରାମ କୁମ୍ଭାର,ରାଜେଶ କାରିଆ,ଭରତ ଧରୁଆ,ଗୋପାଲ ଭେସ୍ରା,ସୁଦାମ ପଟେଲ,ଲକ୍ଷ୍ମିକାନ୍ତ ସାହୁ, ଜଗନ୍ନାଥ କୁମ୍ଭାର।
ଏହି ଅବସରରେ ଲେଖକ ଡଃ ଗୋବର୍ଦ୍ଧନ ସାହୁଙ୍କ “ଐସାନ୍ଯ ଦିଗ୍’ବଳୟ ର ଆରଫାଲେ” (ପୁସ୍ତକ ଚର୍ଚ୍ଚା ତେଜରୁ ବାରିକ), କବି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ “ସରଗିଫୁଲ” (ପୁସ୍ତକ ଚର୍ଚ୍ଚା କଥାକାର ଶୁସାନ୍ତ ମିଶ୍ର), କବି ତଥା ନାଟ୍ୟକାର କେସରଞ୍ଜନ ପ୍ରଧାନଙ୍କ “ବେତାଲ କଥା”(ପୁସ୍ତକ ଚର୍ଚ୍ଚା ନିର୍ମଳ କୁମ୍ଭାର)କୁ ଉନ୍ମୋଚନ କରାଯାଇଥିଲା।ଏହା ପରେ ଅନୁଷ୍ଠିତ କବିତା ଆସରରେ ବହୁ କବି କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ ‌। ସେମାନେ ହେଲେ କବି ହରିଲାଲ ସାହୁ, ଗୈ।ର ଚରଣ ପ୍ରଧାନ,ଉମେଶ ପ୍ରଧାନ,ଗଣେଶ ପଧାନ,କୁମୁଦ ବାରିକ, କିଶୋର ପାତ୍ର,ମୁନିରାମ କୁମ୍ଭାର, ଲକ୍ଷ୍ମିକାନ୍ତ ସାହୁ, ଲଲିତ ବାରିକ, ଦୁର୍ଲ୍ଲଭ ଗଡତିଆ,ଭରତ ଧରୁଆ, ଗୋପାଲ ଭେସ୍ରା, ସାବିତ୍ରୀ ମେହେର, ଲଲିତ ସାହୁ, ଯୋଗେଶ୍ୱର ତାଣ୍ଡି ଏବଂ ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲାରୁ କବି କଳାକାର ଆସି ଯୋଗ ଦେଇଥିଲେ।ଏହି ଅବସରରେ ପ୍ରତି ମାସ ପରି ‘ଭାଷାର୍ ଧର୍ସା’ ସମ୍ମାନ୍ ଛାଏଁ ଛଏଁରା କଲାପଟା ଦଶମାଇଲ ତରଫରୁ ‘ବାଟ୍ ଦୁଆରି କଲାପଟା ଅନୁଷ୍ଠାନ’,ପଡା (ବିଜେପୁର) ର ସମ୍ପାଦକ ମୋହନ ସିଂ କହ୍ନେଇ ଙ୍କୁ ଦିଆଯାଇଥିଲା। ଏହି ଅବସରରେ କବି ସୁଦାମ ପୁଟେଲ (ତରାଇକେଲା, ସୋନପୁର)ଙ୍କ ଏକପଦୀ କବିତା “ଚପ୍ କାଣିଆ” ର ୨୦୦୦ ପଦ ପୁର୍ତି ଅବସରରେ ସମ୍ବଲପୁରୀ ସାହିତ୍ୟ ପରିଷଦ୍ ବରଗଡ଼ ଏବଂ ଛାଏଁ ଛଏଁରା କଲାପଟା ଦଶମାଇଲ ର ମିଲିତ ଉଦ୍ୟମରେ ତାଙ୍କୁ ମାନପତ୍ର,ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା। ଏବଂ ତାଙ୍କ ରଚିତ ସମ୍ବଲପୁରୀ ପୁସ୍ତକ ‘କୋଶଲ ମାଁ କହୁଛେଁ’ ଉନ୍ମୋଚିତ କରାଯାଇଥିଲା । ଶେଷରେ କବି ଲଲିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶେଷକରି ସମ୍ବଲପୁରୀ ଭାଷାରେ ଏକପଦୀ କବିତା ଏବଂ ଗଳ୍ପ ରଚନା ପାଇଁ ସମ୍ବଲପୁରୀ ସାହିତ୍ୟ ପରିଷଦ୍ ବରଗଡ଼ ତରଫରୁ ଲାଦେରପାଲି (ବରଗଡ଼‌) ର ଯୁବକବି ଦୁର୍ଲ୍ଲଭ ଗଡତିଆଙ୍କୁ ମାନପତ୍ର ,ଉପଢୌକନ ଏବଂ ମୋମେଣ୍ଟୋ ସହ “ରୋହିତ ନାଏକ୍ ସୁରୁତା ସମ୍ମାନ୍ ୨୦୨୬”ପ୍ରଦାନ କରାଯାଇଥିଲା। ଶ୍ରୀ ଗଡତିଆ ଏକାଧାରରେ ଜଣେ କବି, ସାମ୍ବାଦିକ, ଗାଳ୍ପିକ,ଏକପଦୀ କବିତା ଲେଖକ ତଥା ବହୁମୁଖି ପ୍ରତିଭାର ଅଧିକାରୀ । ପେସାରେ ସେ ଜଣେ ଚାଷୀ ତଥା ସମ୍ବାଦିକ।ବିଶେଷ କରି ଦୁଖି, ଗରିବ, ଚାଷୀମାନଙ୍କ ଦୁଃଖ ଦରଦ, ସମସ୍ୟାକୁ ତାଙ୍କ କବିତା, ଗଳ୍ପ, ଏକପଦୀ କବିତା ରେ ସ୍ଥାନ ଦେବାରେ ସିଦ୍ଧହସ୍ତ।ସେ ମେଟ୍ରିକ୍ ପଢ଼ିବା ସମୟରୁ ଲେଖା ଆରମ୍ଭ କରିଥିଲେ। ଓଡ଼ିଆ, ସମ୍ବଲପୁରୀ , ହିନ୍ଦୀ ଭାଷାରେ ସେ ଅନେକ କବିତା, ଗଳ୍ପ ରଚନା କରିଛନ୍ତି।ସେ ବୀର ବଜରଙ୍ଗ କଲାପଟା,ଲାଦେରପାଲି ର ସମ୍ପାଦକ, ସମ୍ବଲପୁର ଜିଲ୍ଲା ରେଡ଼କ୍ରସ ସୋସାଇଟି ର ଆଜୀବନ ସଦସ୍ୟ,ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ର କୋଷାଧ୍ୟକ୍ଷ, ସମ୍ବାଦ ସାହିତ୍ୟ ଘର ଅତାବିରା ର ସଦସ୍ୟ,ଅନୁପ୍ରାସ ଏକପଦୀ ଅନୁଷ୍ଠାନ (ପଶ୍ଚିମ ଓଡ଼ିଶାର) ର ସହ ସମ୍ପାଦକ।ଏହା ଛଡା ପଶ୍ଚିମ ଓଡ଼ିଶାର ଅନେକ ସାହିତ୍ୟ ଅନୁଷ୍ଠାନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଇ ଜଣେ କବି ଭାବରେ ଅନେକ ସ୍ଥାନରେ ମାନ ସମ୍ମାନ ପାଇସାରିଛନ୍ତି।


ନିଜ ମାଁ ମାଟି ସମ୍ବଲପୁରୀ ଭାଷାରେ ସେ ଅନେକ କବିତା,ଗଳ୍ପ , ଏକପଦୀ ରଚନା କରିଛନ୍ତି।
୨୦୨୦ ମସିହାରେ ଜଣେ ସଫଲ ଚାଷୀ ଭାବରେ ଆକାଶବାଣୀ ସମ୍ବଲପୁର ରେଡିଓ ର ଯୁଗବାଣି କୃଷି ସଞ୍ଚାର କାର୍ଯ୍ୟକ୍ରମରେ ପ୍ରସାରିତ ହୋଇସାରିଛି ତାଙ୍କ ସ୍ୱତନ୍ତ୍ର ସାକ୍ଷାତକାର।୨୦୨୧ ମସିହାରେ ରାଜ୍ ମିଡିଆ ଓ ଲକ୍ଷ୍ମି ଟେଲିଭିଜନ ନେଟୱାର୍କ ତରଫରୁ ସେ ପାଇ ସାରିଛନ୍ତି ‘ଯୁବକବି ତଥା ସାହିତ୍ୟିକ ‘ ସମ୍ମାନ। ସମ୍ବାଦ ଜୁଗାରେ ତାଙ୍କ ୩୦ ଗୋଟି ସମ୍ବଲପୁରୀ ଗଳ୍ପ ପ୍ରକାଶିତ ହୋଇସାରିଥିବା ବେଳେ ପାଖାପାଖି ୧୬୦ ଟି ଛନ୍ଦ କବିତା,୭୦୦ ଟି ଏକପଦୀ କବିତା ଅଛପା ହୋଇ ରହିଛି।। ସମ୍ବଲପୁରୀ ଭାଷା ସାହିତ୍ୟରେ ବିଶେଷ କରି ବାସ୍ତବଧର୍ମୀ ଏକପଦୀ କବିତା ଏବଂ ଗଳ୍ପ ରଚନାରେ ସେ ଜଣେ ସୁନାମଧନ୍ୟ କବି।ତାଙ୍କ ଉପସ୍ଥାପନା ଶୈଳୀ ଏବଂ ଶବ୍ଦ ସଂଯୋଜନା ଖୁବ୍ ଚମତ୍କାର।ଆସନ୍ତା କିଛି ମାସ ପରେ ସେ ଏକପଦୀ କବିତାର ତାଙ୍କ ପ୍ରଥମ ପୁସ୍ତକ “ମନର୍ ପଦେ” କୁ ଉନ୍ମୋଚନ କରାଯିବ ବୋଲିି ସୂଚନା ଦେଇଛନ୍ତି। ଯାହା ପାଠକଙ୍କ ହୃଦୟକୁ ସ୍ପର୍ଶ କରିପାରିବ ବୋଲି ଦୃଢ ଆଶା ଏବଂ ବିଶ୍ବାସ ରଖିଛନ୍ତି। ଏକପଦୀ କବିତାର ଲେଖା ଗୁଡିକୁ ସେ ୨୦୧୯ ମସିହାରେ ତାଙ୍କ ଫେସବୁକ୍ ପେଜ୍ ରେ “ମନର୍ ପଦେ” ନାମ ଦେଇ ପ୍ରଥମେ ପୋଷ୍ଟ କରିବା ଆରମ୍ଭ କରିଥିଲେ।ଧିରେ ଧିରେ ତାଙ୍କ ଲେଖା ଗୁଡ଼ିକ ପାଠକ ସମାଜକୁ ଖୁବ୍ ପ୍ରଭାବିତ କରି ତାଙ୍କୁ ଲୋକପ୍ରିୟ କରାଇ ପାରିଥିଲା।ଯାହା ଆଜି ତାଙ୍କୁ ସୁପରିଚିତ କରାଇ ଏହି ସମ୍ମାନର ଅଧିକାରୀ କରାଇଛି।ମିଳିଥିବା ଏହି ସମ୍ମାନ ପାଇଁ ତାଙ୍କୁ ବରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏବଂ ଆଖ ପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ନିଜ ଗ୍ରାମ ଲାଦେରପାଲି‌ରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏହି ଖବର ଟି ଚାରିଆଡ଼େ ପ୍ରସାରିତ ହେବା ପରେ ତାଙ୍କୁ ପ୍ରସଂଶାର ସୁଅ ଛୁଟିଛି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech