
ଆଜି ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜ଼ିଲ୍ଲା , ଢ଼େଙ୍କାନାଳ ରେ ଏକ ଶପଥ ଗ୍ରହଣ କାଯ୍ୟକ୍ରମ କୋରିଆଁ ଯୋଗ କେନ୍ଦ୍ରରେ ଧୁମ ଧାମ ରେ ପାଳିତ କରା ଯାଇଥିଲା, ଉକ୍ତ ଉତ୍ସବ ରେ, ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ର ଜି, ମୁଖ୍ୟ ଅତିଥି, ଭାବେ ୟୋଗ ଦେଇ ଶପଥ ପାଠ କରାଇଥିଲେ,ଓ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର ଜି
ଏବଂ ରାଜ ଯୋଗ, ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଢେଙ୍କାନାଳ ର ଉଷା ଭଉଣୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କପିଳାସ ଯୋଗ ଜ଼ିଲ୍ଲା ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ ସଭାପତି ତ୍ୱ କାରିଥିଲେ | ଜ଼ିଲ୍କା ମନ୍ତ୍ରୀ, ଡ଼ା. ଧର୍ମାନନ୍ଦ ପୃଷ୍ଟି ଜି, ପରିଚାଳନା, ଜ଼ିଲ୍ଲା ସଂଗଠନ ମନ୍ତ୍ରୀ. ଶ୍ରୀମତୀ ଇନ୍ଦିରା ପ୍ରିୟ ଦର୍ଶିନୀ ଦେବତା ଶାନ୍ତିପାଠ ଓ ଶ୍ରୀମତୀ ସ୍ନେହ ମୟୀ ଜି ଦୀପପ୍ରଜ୍ବଳନ ସରସ୍ବତୀ ବନ୍ଦନା ପାଠ କାରିଥିଲେ, ଉକ୍ତ ସମାରୋହରେ କପିଳାସ ଯୋଗ ଜ଼ିଲ୍ଲାର ସମସ୍ତ କ୍ଷେତ୍ର ଅଧିକାରୀ, କେନ୍ଦ୍ର ପ୍ରମୁଖ, ଉପ ପ୍ରମୁଖ, ଓ ଶତାଧିକ ସାଧକ ସାଧିକା ଉପସ୍ଥିତ ରହି ଆନନ୍ଦ ଅନୁଭବ କରିଥିଲେ ଶିଶୁ କାର୍ଯ୍ୟ କାର୍ଯ୍ୟକ୍ରମ ସ୍ୱାଗତ ସଂଗୀତ ପଦର୍ଶନ କରି ସ୍ୱାଗତ ଜଣାଇଥିଲେ | ଶେଷରେ ଶ୍ରୀ ଶରତ କୁମାର ଲେଙ୍କା ଜି ଧନ୍ୟବାଦ ବାଦ ଅର୍ପଣ କରିଥିଲେ | ସଭା ସଙ୍ଗ କରା ଯାଇଥିଲା | ମହାଦେବ ବରୋୱାଲ ମାଲିକ ଓ କରିଆଁ ଯୋଗ କେନ୍ଦ୍ରର ଉପ ପ୍ରମୁଖ ଶ୍ରୀ ବିଜୟ କୁମାର ସାହୂ ଜି ଙ୍କ ଦ୍ୱାରା ଆୟୋଜିତ ପ୍ରସାଦ ସେବନ କରାଇଥିଲେ ଆନନ୍ଦ ରେ ପତ୍ୟାବର୍ତନ କାରିଥିଲେ ଜୟ କପିଳାସ ଯୋଗ ଜ଼ିଲ୍କା 🙏



