ସ୍ୱର୍ଗତ ଶ୍ରୀ ବିବେକାନନ୍ଦ ମହାପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ – ସ୍ୱର୍ଗତ ଶ୍ରୀ ବିବେକାନନ୍ଦ ମହାପାତ୍ର କାଙ୍କଡପାଳ, ଢେଙ୍କାନାଳ
ଆବିର୍ଭାବ- 2/6/1937
ତିରୋଧାନ- 15/7/2026
କାଙ୍କଦପାଳ ଗ୍ରାମ ର ପୁରୁଖା ମୁରବୀ ତଥା ଅନ୍ୟତମ ବୁଦ୍ଧିଜୀବୀ ଶ୍ରୀ ବିବେକାନନ୍ଦ ମହାପାତ୍ର ଙ୍କ ଦ୍ୱାଦଶାହ ଆଜି ତାଙ୍କର କାଙ୍କଡପାଳସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି । ଅମର ଆତ୍ମାର ସଦଗତି ନିମନ୍ତେ ସାଇ ଭଜନ ଆୟୋଜିତ ହୋଇଥିଲା। ସମସ୍ତେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ଶୋକସଭା ରେ ଉପସ୍ଥିତ ରହି ସ୍ୱର୍ଗତ ବିବେକାନନ୍ଦ ମହାପାତ୍ର ଙ୍କୁ ସ୍ମରଣ କରିଥିଲେ, ଯଥା ସାଗରମଲ୍ ଅଗ୍ରୱାଲ, ଅଗ୍ନିଶମ ଡି ଜି ଓ ତାଙ୍କ ନାତି ସୁଧାଂଶୁ ଷଡ଼ଙ୍ଗୀ, ସାଇ ଭବନ ର ଶ୍ରଦ୍ଧାଳୁ ବୃନ୍ଦ, ପୁତୁରା ଡା ମହେଶ ମହାପାତ୍ର, ଝିଆରୀ ଡ଼ା ମୈଥିଳୀ ମହାପାତ୍ର ପ୍ରମୁଖ।

ପତ୍ନୀ ଶ୍ରୀମତୀ ସତ୍ୟଭାମା ମହାପାତ୍ର, ପୁଅ, ବୋହୂ
ଝିଅ, ଜ୍ୱାଇଁ, ନାତିନାତୁଣୀ ଓ
ଅଣ- ନାତିନାତୁଣୀ ମାନେ ସ୍ମୃତିଚାରଣ ସଭା ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଲେ।