
ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ପାଳିରେ ବହୁତୁ ସଧାଳୁ ଆସିଥିଲେ ଶ୍ରୀ ଶ୍ରୀ କୁଣ୍ଡେଶ୍ୱର ମହାଦେବ ଙ୍କ ମନ୍ଦିର ରେ ଅନ୍ତି ସୁନ୍ଦର ଭାବରେ ଭକ୍ତ ମାନେ ଦର୍ଶନ କଲେ ବୁଲ ବମ ପିଲା ମାନେ ଜଳାଅଭିଷେକ୍ଷ କଲେ ଗୁଆ କଳସି ବସାଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଯାହା ବି ମାଗିବ ଥାହା ହିଁ ମିଳିବ ଅତି ସୁଖଳିତ ଭାବରେ ସଧାଳୁ ମାନେ ଦର୍ଶନ ଲାଭ କଲେ ବାବା ଙ୍କର ଭୁର 5 05ରେ ଅଳତୀ ହେଲା 605 ଅର୍ଣ୍ଣ ଭୁଗ ଲାଗିଲା ମହାପ୍ରଭୁଙ୍କ ପାଖରେ ମହାପ୍ରଭୁ ଶ୍ରୀ କୁଣ୍ଡେଶ୍ୱରଦେବ ଙ୍କ ଅଙ୍ଗ ସେବାୟତ ରାହୁଲ ମହାପାତ୍ର ଦେବାଶିଷ ମହାପାତ୍ର ଲୋଟନ ମହାପାତ୍ର ଅଭିଷେକ୍ଷ ମହାପାତ୍ର SP ମହାପାତ୍ର ଲିପୁ ମହାପାତ୍ର ମେନିଜିମେଟକମିଟି ରକଲା ଶ୍ରୀ କୁଣ୍ଡେଶ୍ୱର ମନ୍ଦିର ସଭାପତି ପ୍ରକାଶ ମହାପାତ୍ର ପ୍ରେସିଡେଣ୍ଟ ଖୁଜାରୀ ବିଶ୍ୱାଳ ହେଡେଟଷ୍ଟି ନବକିସର ମହାପାତ୍ର ବିନୋଦ ମହାପାତ୍ର ସର୍ତ ଚଦ୍ର ମହାପାତ୍ର ତ୍ରିଲୋଚନ ମହାପାତ୍ର ଦଣ୍ଡଧର ମହାପାତ୍ର କପିଳ ଚରଣ ମହାପାତ୍ର ବିଜୟ କୁମାର ମହାପାତ୍ର ଲଷ୍ମୀଧର ମହାପାତ୍ର ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-3-scaled.jpg)
